Friday , July 1 2022
Breaking News

Recent Posts

୧୦ଦଫା ଦାବି ପୁରଣ ପାଇଁ ଆଶାକର୍ମୀ ଙ୍କ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)- ନିଖିôଳ ଓଡିଶା ଆଶାକର୍ମୀ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ପ୍ରସ୍ତୁତି ବୈଠକ ଗୋପଛକ ଠାରେ ଉପସଭାପତି ସୁକାନ୍ତୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୨ଶହିଦ ଆଶାକର୍ମୀଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ମହାକାଳପଡାର ସଭାପତି ରଞ୍ଜୁଲତା …

Read More »

ସାଲେପୁର ରେ ସାମ୍ବାଦିକ ମାନଙ୍କ ବନ୍ଧୁମିଳନ

ସାଲେପୁର:୦୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ନିର୍ବାଚନ ମଣ୍ଡଳୀର ପିକୋଳ କଲ୍ୟାଣ ମଣ୍ଡପ ଠାରେ ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଏସୟୁଜେ କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କାର୍ୟ୍ୟରତ ସାମ୍ବାଦିକ ମାନେ ଯେଉଁଭଳି ବିନା ପାରିଶ୍ରମିକରେ ପ୍ରତିକୂଳ …

Read More »

ସରକାରୀ ଗୋଦାମ ଗୃହ ଗେଟ ସମ୍ମୁଖରେ ଶ୍ରମିକ ମାନଙ୍କ କାର୍ୟ୍ୟବନ୍ଦ ଧାରଣା

ସାଲେପୁର,୦୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଦୀର୍ଘ ୪ବର୍ଷ ଧରି ଶ୍ରମିକଙ୍କ ଶ୍ରମ ପ୍ରଦାନରେ ଚଞ୍ଚକତା କରି ବ୍ୟାପକ ଠକେଇ କରୁଥିବା ଅଭିଯୋଗରେ ସରକାରୀ ଗୋଦାମଗୃହ ଗେଟ ସମ୍ମୁଖରେ କାର୍ୟ୍ୟବନ୍ଦ କରି ଧାରଣାରେ ବସିଲେ ଶ୍ରମିକମାନେ। ମାସକୁ ମାତ୍ର ୫ରୁ ୬ହଜାର ଲେଖାଏଁ ଶ୍ରମ ଅର୍ଥ ପ୍ରଦାନ କରି ଗୋଦାମ ମାଲିକ ୧୫ହଜାରରୁ ଉର୍ଦ୍ଧ ଟଙ୍କା ସେମାନଙ୍କ ନାମରେ ବିଲ କରୁଥିବା ସଂକ୍ରାନ୍ତ ରେ ତଥ୍ୟ ସମ୍ବଳିତ କାଗଜପତ୍ର …

Read More »