Friday , July 1 2022
Breaking News

Recent Posts

ଓଡିଶା ମେଡିକାଲ ଲାବୋରେଟରୀ ଟେକନସିଆନ ଆସୋସିଏସନର ଜିଲ୍ଲାସ୍ତରୀୟ ବୈଠକ

ବାଲିଗୁଡା, ୦୫/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ମେଡିକାଲ ସଭାଗୃହ ପରିସର ମଧ୍ୟରେ ଓଡିଶା ମେଡିକାଲ ଲାବୋରେଟରୀ ଟେକନସିଆନ ଆସୋସିଏସନର କନ୍ଧମାଳ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସାଧାରଣ ସମ୍ପାଦକ ବଳରାମ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସୋସିଏସନ ତରଫରୁ ଲାବୋରେଟରୀ ଟେକନସିଆନ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ପୁରସ୍କୃତ କରିବା, ଜିଲ୍ଲାର ସମସ୍ତ ଲାବୋରେଟରୀ ଟେକନସିଆନ ମାନଙ୍କୁ …

Read More »

ଆମ ଗାଁ ସାହିତ୍ୟ ପରିଷଦର ଭାମ୍ୟମାଣ ସାହିତ୍ୟ ସଭା ଓ କବିତା ପାଠୋତ୍ସବ – ସୁନ୍ଦର ଶଦ୍ଧ ସଂଯୋଜନା କବିତାକୁ ଶୃତିମଧୁର କରିଥାଏ

କେନ୍ଦ୍ରାପଡ଼ା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ଶିବ ମନ୍ଦିର ପରିସରରେ ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ଏକ ଭ୍ରାମ୍ୟମାଣ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ନାଟ୍ୟକାର ସଂଜୟ କୁମାର ମଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାହିତ୍ୟସଭାରେ ଅବସରପ୍ରାପ୍ତ ପ୍ରଫେସର ଡ଼ଃ. ସୂର୍ଯ୍ୟମଣୀ ପଣ୍ଡା ମୁଖ୍ୟଅତିଥି, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ମେଜର …

Read More »

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବ୍ଲକ ସ୍ତରରୁ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ  ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧିମାନେ ଏ ସମ୍ପର୍କରେ ପାଟି ଖୋଲୁନଥିବା ଦେଖିବାକୁ ମିଳିଛି । ତେଣୁ ଏଥିନିମନ୍ତେ ବ୍ଲକ ସ୍ତରରୁ  ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି ।  ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅଧ୍ୟାପକ …

Read More »