Sunday , May 22 2022
Breaking News

Recent Posts

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକ 

ତାରପୁର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦାମ ଚରଣ ପ୍ରଧାନଙ୍କର ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ସଭାପତି ରାଧାକାନ୍ତ ମହାନ୍ତି, ବୈରାଗୀ ସାହୁ, ଜତିନ୍ଦ୍ର ନାଥ ଆଚାର୍ଯ୍ୟ, ଜଦୁନାଥ ଜେନା, ନିରଞ୍ଜନ ପାତ୍ର, ପରିକ୍ଷିତ ସ୍ୱାଇଁ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ମଂଚ ସଭାପତି ସୁରେଶ ଚନ୍ଦ୍ର ରାଉତ, ରାଜ୍ୟ ସଂଘ …

Read More »

       ଜଗତସିଂହପୁରରେ ମୃତିକା ପରୀକ୍ଷାଗାରର ଶୁଭାରମ୍ଭ

ଜଗତସିଂହପୁର, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ  କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି । ଜିଲ୍ଲାପାଳ ପତାକା ହଲାଇ ଏହି ଭ୍ରାମ୍ୟମାଣ ପରୀକ୍ଷାଗାର ଗାଡିର ଶୁଭ ଉଦଘାଟନ କରି କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ଭିତିକ ଜିଲ୍ଲା  । ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଓଡିଶା …

Read More »

ଭୁବନେଶ୍ୱରଠାରେ ପ୍ରବାସୀ ଓଡ଼ିଆ ଭବନ ଉଦଘାଟିତ

ଭୁବନେଶ୍ୱର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ବାହାରେ ଭାରତବର୍ଷର ବିଭିନ୍ନ ମହାନଗର, ଅନ୍ୟାନ୍ୟ ପ୍ରଦେଶ ଓ ବିଦେଶରେ ବସବାସ କରୁଥିବା ଦେଢ଼କୋଟି ଓଡ଼ିଆ ନିଜର ମାତୃପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ଏଠାକାର ୟୁନିଟ୍ -୨ ଠାରେ ପ୍ରବାସୀ ଓଡ଼ିଆ ଭବନର ଉଦଘାଟନ ଅବସରରେ ଉପସ୍ଥିତ ଅତିଥିମାନେ, ରାଜ୍ୟର ରାଜଧାନୀରେ ବିରାଜମାନ ଏହି ଭବନ, ଓଡ଼ିଶା ସହିତ …

Read More »