ରାଉରକେଲା,୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ରାଉରକେଲା ରେ ଘଟିଛି ଡ଼ବଲ ମର୍ଡ଼ର । ସାରନଗରୀ କନଷ୍ଟ୍ରକ୍ସନ କଲୋନିର ଏକ ପରିତ୍ୟକ୍ତ ଘରେ …
Read More »ପୁରୁଣା ହାଟ ଓ ସୁଦୁଖଣ୍ଡ ପଞ୍ଚାୟତ ରେ ବିଧାୟକ ଙ୍କ ଦ୍ୱାରା ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ
ସାଲେପୁର, ୨୩/୧୨/୨୦୨(ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ନିର୍ବାଚନ ମଣ୍ଡଳୀ ରପୁରୁଣା ହାଟ ପଞ୍ଚାୟତ ରେ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଦ୍ୱାରା ପଞ୍ଚାୟତର ମହିଳା ଓପୁରୁଷ ହିତାଧିକାରୀ ମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି. । ଏହି ଅବସରରେ ବିଧାୟକ ଶ୍ରୀବେହେରା,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଏହି ଯୁଗାନ୍ତକାରୀ ଯୋଜନା ସମ୍ପର୍କ ରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ । ଗ୍ରାମାଞ୍ଚଳ ଲୋକଙ୍କୁ ଏହି କାର୍ଡ ମାଧ୍ୟମରେ ମାଗଣା ରେ ଚିକିତ୍ସା ସୁବିଧା ମିଳିପାରବବୋଲି ସୂଚନା ପ୍ରଦାନ କରିଥିଲେ । …
Read More »