ଏନଏଚ ୫୩ , ଫୋର ଲେନ କାମରେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି
ଲୋକେ ଧୂଳିରେ ଅଣନିଶ୍ୱାସୀ , ତହସିଲ ପ୍ରଶାସନ ମାଲ୍ ଗୋଟାଇବାରେ ବ୍ୟସ୍ତ ଭୁବନ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ ଭାରତ ସରକାରଙ୍କ ଅଧିନକୁ ଗଲା ପରେ ଏବେ ୪ ଥାକିଆ ରାସ୍ତାକାମ ନିର୍ମାଣ ଚାଲିଥିବା ବେଳେ …
Read More »