Sunday , May 22 2022
Breaking News

Recent Posts

ରିଫାଇନାରୀକୁ ପିଆରଏସଆଇ ଜାତୀୟ ପୁରସ୍କାର

ପାରାଦୀପ,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପ ରିଫାଇନାରୀକୁ କୋଭିଡ୍-୧୯ ପରିସ୍ଥିତିରେ ଶିଳ୍ପ ଦାୟିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ(ପିଆରଏସଆଇ) ଜାତୀୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଗତ ଫେବୃଆରୀ ୨୧ତାରିଖରେ ଆୟୋଜିତ ପୁରସ୍କାର ବିତରର ଉସôବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶାଙ୍କ, ଉତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ, ଆନ୍ତର୍ଜ୍ୟାତୀୟ ପିଆରଏସଆଇ ସଂଘ ସଭାପତି …

Read More »

   ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ପାରାଦୀପ,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ପୋଲ ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିଛି ପାରାଦୀପ ଅବକାରୀ ବିଭାଗ । ଗିରଫ ବ୍ୟବସାୟୀ ଜଣଙ୍କ ହେଲେ ଭୁତମୁଣ୍ଡାଇ ଗ୍ରାମର ପ୍ରମୋଦ ମଲ୍ଲିକ । ତା ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ସହିତ ୫ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ୍ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ …

Read More »

ଭୁବନ-ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି

ହମ୍ପସରେ ଧଳା  ରଙ୍ଗରେ ଚିହ୍ନ ଦିଆଗଲା, କିନ୍ତୁ ହମ୍ପସ ଉଚ୍ଛେଦ ହେଲାନାହିଁ ଭୁବନ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନରୁ କପିଳାସ ଦେଇ ଜିଲ୍ଲା ହେଡକ୍ୱାଟର ଢେଙ୍କାନାଳକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି । ବେଆଇନ ହମ୍ପ୍ସ ଯୋଗୁଁ ବାଇକ ଆରୋହୀ,କାର,ବସ ଚାଳକ ଙ୍କ ସମେତ ଜନସାଧାରଣ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଭୁବନରୁ ଢେଙ୍କାନାଳ ସମୁଦାୟ ୪୫ କିମ …

Read More »