Friday , July 1 2022
Breaking News

Recent Posts

ଜନଶକ୍ତି ପାର୍ଟିର ପ୍ଲାଗ କାର୍ଡ ଶୋଭାଯାତ୍ରା ୨ ୟ ଦିବସ

କେନ୍ଦ୍ରାପଡା, ୦୬/୦୪/୨୦୨୧(ଓଡ଼ିଶା ସମାଚାର)-ଦୀର୍ଘ ଦିନ ଧରି କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥାର ପ୍ରତିକାର ଦାବିରେ ଜନଶକ୍ତି ପାର୍ଟି ଚଳାଇ ଆସୁଥିବା ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବିଶିଷ୍ଟ ମହାମନିଷିଙ୍କ ପ୍ରତିମୂର୍ତି ତଳେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାହାର ୧୫ ଦିନ ପରେ ଅପ୍ରେଲ ୫ ତାରିଖରୁ  ଆରମ୍ଭ ହୋଇଥିବା ପ୍ଲ୍ଲାକାର୍ଡ  ଶୋଭାଯାତ୍ରା ଚାନ୍ଦୋଳଠାରୁ ଆରମ୍ଭ ହୋଇ ୨ ୟ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ …

Read More »

କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୦୬/୦୪/୨୦୨୧(ଓଡ଼ିଶା ସମାଚାର)-ନିଜର ଜୀବନ ବିପନ୍ନ କରି ନଦୀରେ ବୁଡିଯାଉଥିବା ୪ଜଣ ପିଲାଙ୍କ ଜୀବନ ବଂଚାଇଥିବା ମହିୟସୀ ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକର ବଙ୍ଗାଳପୁର ଗ୍ରାମପଂଚାୟତର ଘୋଡାଦଣ୍ଡା …

Read More »

ମାହାଙ୍ଗାରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ପ୍ରହାସନରେ ପରିଣତ,କୋଭିଡ କଟକଣାକୁ ଫୁ’ କଲା ବ୍ଲକ ପ୍ରଶାସନ !

ମାହାଙ୍ଗା,୦୬/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କରୋନା ମହାମାରୀ ସମୟରେ ସରକାର ସାଧାରଣ ଲୋକଙ୍କୁ ସଚେତନ କରିବାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  ।  କୋଭିଡ ନିୟମ କିପରି କଡାକଡି ପାଳନ କରାଯିବ ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି । କିନ୍ତୁ ଆଶ୍ଚର୍ୟ୍ୟର କଥା ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନାଆଁରେ କୋଭିଡ …

Read More »