Thursday , June 30 2022
Breaking News

Recent Posts

ଡଃ.କୃଷ୍ଣଚନ୍ଦ୍ର ବସ୍ତିଆଙ୍କ ୮ମଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ସଭା

କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ବଳଦେବ ଜୀଉ ବିଦ୍ୟାଭବନ ପରିସରରେ ବିଶିଷ୍ଟ ଶିକ୍ଷାବୀତ ତଥା ବିଇଡି କଲେଜର ପ୍ରାଣପ୍ରତିଷ୍ଠାତା ସ୍ୱର୍ଗତ ଡଃ.କୃଷ୍ଣଚନ୍ଦ୍ର ବସ୍ତିଆଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ପୁରାତନ ଛାତ୍ରସଂସଦ ଓ ବଳଦେବଜୀଉ ବିଦ୍ୟାଭବନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭବାନୀ ପ୍ରସାଦ ଓଝାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ଓ ସମ୍ମାନିତ …

Read More »

ମହିଳାଙ୍କୁ  ମାଡମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  -ପୋଲିସ ଚୁପ ହୋଇ ବସିଛି

କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ଜନୈକ ମହିଳାଙ୍କୁ ମାଡମାରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନିକିରାଇ ଥାନା ପୋଲିସ ଅଭିଯୋଗ ପରେବି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ଜୀତେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁଚିସ୍ମିତା ପ୍ରଧାନ ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଶାଶୁଘର ପୂର୍ବ ବିବାଦକୁ ନେଇ  ତାଙ୍କୁ ,ତାଙ୍କ ପିତାମାତା ଓ …

Read More »

ଗରଦପୁର ବ୍ଲକ ସ୍ତରୀୟ ଉପଭୋକ୍ତା ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି  ସେବା ସଂସ୍ଥା (ସୀତା) ମଦନା ଆନୁକୁଲ୍ୟରେ କଳାବୁଦା ବାରୁଣୀ ଠାରେ କେନ୍ଦ୍ରାପଡା ଜିଲ୍ଲାର ବୈଧ ମାପ ବିକାନଙ୍କ ସହଯୋଗରେ ସୀତା ସଂସ୍ଥାର ଉପଦେଷ୍ଟା ସମାଜସେବୀ ଶିଶିର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଓ କିଶୋର ନ୍ୟାୟିକ ନ୍ୟାୟାଳୟର ବିଚାରପତି ପ୍ରଫେସର ବିପିନ ବିହାରି ବାରିକ ମୁଖ୍ୟ ଅତିଥି ଭାବେ , ମୁଖ୍ୟବକ୍ତା ଭାବେ …

Read More »