Thursday , August 18 2022
Breaking News

Recent Posts

ପର୍ଯ୍ୟାବରଣ ସୁରକ୍ଷା ଓ ବୃକ୍ଷ ରୋପଣ ଉତ୍ସବ 

ଗରଦପୁର, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସର ସାର୍ଥକ ରୂପାୟନ ପାଇଁ ଆଜି ଦିନ ଠାରୁ ଏକ ସପ୍ତାହ ଧରି ଗରଦପୁର ବ୍ଲକ୍ ପାଖଡ଼ ପଂଚାୟତସ୍ଥିତ ବଙ୍ଗାଳପୁର ଗ୍ରାମର  ରୁଦ୍ରସେନା ଯୁବ ସଂଗଠନ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ପର୍ଯ୍ୟାବରଣ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଗ୍ରାମ ସ୍ମଶାନ ତୁଳସୀ ପଡ଼ିଆ ଠାରେ ବୃକ୍ଷ ରୋପଣ ଓ ପର୍ଯ୍ୟାବରଣ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି …

Read More »

ଅଗ୍ନୀକାଣ୍ଡରେ ୨ ବଖରା ଜଳିଗଲା

ଗରଦପୁର, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଡ଼ିଆବରାଇ ପଂଚାୟତର ଓଉପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ହୃଷିକେଶ ପ୍ରଧାନଙ୍କର ୨ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି । ଗୋଟିଏ ବଖରା ଘରେ ଖାଦ୍ୟ ଶସ୍ୟ, ଗୃହ ଉପକରଣ ଜିନିଷ ପତ୍ର ନଷ୍ଟ ହୋଇଥିବାବେଳେ ଅନ୍ୟ ଏକ ବଖରା ରେ ଥିବା ୫ ଗୋରୁ ଗାଈଙ୍କ ଶରୀର ଆର୍ଧାଧିକ ପୋଡ଼ିଯାଇଛି । ଖବର …

Read More »

ପ୍ରାକୃତିକ ଅମ୍ଳଜାନକୁ ନଷ୍ଟ କରାନଯାଉ – ଜନଶକ୍ତି ପାର୍ଟି

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବୃକ୍ଷ ଛେଦନ କରି ରାସ୍ତା ଚଉଡା କରିବା,ଅନାବୃଷ୍ଟି, ବହୁ ବୃଷ୍ଟି, କାଳବୈଶାଖି ଉତ୍ପତିର ମୂଳକାରଣ ଜଙ୍ଗଲ ଧ୍ୱଂସ । ତାହାକୁ ପରିପୁରଣ ନିମନ୍ତେ ନୂତନ ବନିକରଣ କରାଯଉ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ କହିଛନ୍ତି । ଅମ୍ଳଜାନ ପରିବେଶ ତଥା ବାୟୁମଣ୍ଡଳକୁ ନିୟନ୍ତ୍ରିତ କରିଥାଏ । ବୃକ୍ଷହିଁ ଜୀବନ । ବନ୍ୟା,ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ରୁ ବୃକ୍ଷ ରକ୍ଷା …

Read More »