Tuesday , September 27 2022
Breaking News

Recent Posts

ମା’ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର ସମେତ ଜଗତସିଂହପୁର  ଜିଲ୍ଲାର ସମସ୍ତ ମନ୍ଦିର ଅଗଷ୍ଟ ୬ରୁ ଖୋଲିବ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ଓ ପ୍ରଭୁ ଗୋରେଖ ନାଥଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ଆସନ୍ତା କାଲି ଅଗଷ୍ଟ ୬ ତାରିଖ ଠାରୁ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଖୋଲା ରହିବ  ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ଯେପରି ଜନଗହଳି ନହୁଏ,ସେଥିପ୍ରତି ସଜାଗ ଦୃଷ୍ଟି ରଖାଯିବ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ ପୂର୍ବକ,ସାମାଜିକ ଦୂରତା ଅବଲମ୍ବନ କରିବେ …

Read More »

ପୋଷ୍ଟମାଷ୍ଟରଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଲୁଟ୍

ଗରଦପୁର , ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନଇନ୍ଦିପୁର ବ୍ରାଂଚ ପୋଷ୍ଟମାଷ୍ଟର ସୁକାନ୍ତ ମଲିକ ଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଓ ଅନ୍ୟ ଆବଶ୍ୟକ କାଗଜ ଆଦି ଚୋରୀ ହୋଇ ଯାଇଛି ।  ଏ ସମ୍ପର୍କରେ ପାଟକୁରା ଥାନାରେ ଆଜି ଏକ ମାମଲା ରୁଜୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପୋଷ୍ଟମାଷ୍ଟର ଶ୍ରୀ  ମଲିକ ଆଜି ୧୦ ଟା ବେଳେ ନିଜ ବାଇକ୍ ନେଇ ଗରଦପୁର ସବ ପୋଷ୍ଟ ଅଫିସ କୁ ଯାଇଥିଲେ । ଅଫିସ ସମ୍ମୁଖରେ ବାଇକ୍ …

Read More »

ଇକୋ କ୍ଲବ୍ ବୃକ୍ଷ ରୋପଣ 

ଗରଦପୁର , ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସ୍ଥିତ ତଳକୁସୁମା ଗୋବିନ୍ଦପୁର ଉଚ ବିଦ୍ୟାଳୟ ପ୍ରାଙ୍ଗଣରେ ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମଲିକ୍ ନେତୃତ୍ୱ ନେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା , ସମ୍ମାନିତ ଅତିଥି ଭାବେ ଦ୍ୱାରିକାନାଥ ସେନାପତି ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମିର ସାମସୁଲ ହକ୍ ,ଜୟନ୍ତୀ ଶତପଥି, ବିଭୁତି ଭୁଷଣ ସଢ଼ଙ୍ଗୀ,ବିପିନ୍ କୁମାର ଦାସ …

Read More »