Thursday , December 1 2022
Breaking News

Recent Posts

ମହାଦେବ ସେନାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଗୋପାଲଜୀଉ ମନ୍ଦିର ପରିସରରେ ମହାଦେବ ସେନାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସେନାର ଜିଲ୍ଲା ସଭାପତି ଭାବେ ଅନନ୍ତ କୁମାର ସାହୁ, ଡେରାବିଶ ବ୍ଲକ ସଭାପତି ଭାବେ ପ୍ରଦୀପ କୁମାର ରଥ, କେନ୍ଦ୍ରାପଡା ବ୍ଲକ ସଭାପତି ବଳରାମ ବେହେରା, ସଂଯୋଜକ ପ୍ରଫୁଲ୍ଲ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମଳିକ, ରାଜ୍ୟ ପ୍ରଚାର ମୁଖ୍ୟ ଅମୁଲ୍ୟ କୁମାର ରାଉତ ଓ …

Read More »

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନ ପକ୍ଷରୁ ରାତ୍ରି କର୍ଫୁ

କେନ୍ଦ୍ରାପଡ଼ା, ୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରବିବାର ଠାରୁ ରାତି ୧୦ଟାରୁ  ସକାଳ ୫ଟା ପର୍ଯ୍ୟନ୍ତ କେନ୍ଦ୍ରାପଡା ପୌରାଂଚଳରେ ରାତ୍ରିକାଳୀନ କର୍ଫୁ ଜାରି କରାଯାଇଛି । ଏହା ଆସନ୍ତା ନଭେମ୍ବରମାସ ପହିଲା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Read More »

ଇତିହାସ ରଚିଲା ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର – ବୃହତ ବନ୍ଦର ଇତିହାସରେ ସମୁଦ୍ରରେ ଜାହାଜରୁ ଜାହାଜକୁ ଏଲପିଜି ସ୍ଥାନାନ୍ତର

ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)-ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର (କୋଲକତା ବନ୍ଦର)ର ଅଂଶ ବିଶେଷ ହଲଦିଆ ଡକ୍ କମ୍ପ୍ଲେକ୍ସ ଏଲପିଜିର ସମୁଦ୍ର ମଧ୍ୟରେ ଜାଜାଜରୁ ଜାହାଜକୁ ସ୍ଥାନାନ୍ତର କରିବା ପାଇଁ ବହି ଶୁଳ୍କ ବିଭାଗକୁ ଅନୁରୋଧ କରିଥିଲେ । ଏଥି ପାଇଁ ଏପ୍ରିଲ୍ ୨୬ ତାରିଖରେ ବିଧିବଦ୍ଧ ଅନୁମତି ମିଳିଥିଲା । ଏହି ପଦକ୍ଷେପର ପରିଣାମ ସ୍ୱରୂପ ଭାରତୀୟ ଉପକୂଳରେ ଏଲପିଜିର ପ୍ରଥମ ଜାହାକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଗତ ୧୫ତାରିଖରେ ବିପିସିଏଲ୍ ଦ୍ୱାରା ସଂପାଦନ କରାଯାଇଥିଲା । ଏମ୍ଟି ୟୁସାନ୍ ପାର୍ଶଲ୍ ଜାହାଜର ୪୪ହଜାର ୫୫୧ ଏମଟି …

Read More »