Friday , September 30 2022
Breaking News

Recent Posts

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୧୨ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୬୨ଜଣ, ଭଦ୍ରକ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୩୧ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୮୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ …

Read More »

ବାପି ସର୍ଖେଲଙ୍କ ନୂଆ କାର୍ଯ୍ୟକ୍ରମ ପରିବର୍ତନ ଯୋଦ୍ଧାର ଶୁଭାରମ୍ଭ

ପାରାଦୀପ,୦୮/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପର ବରିଷ୍ଠ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ(ବାପି)ଙ୍କ ଶ୍ରମିକ ସଂଘ ପାରାଦୀପ ଏରସମା ଶିଳ୍ପାଂଚଳ ଉନ୍ନୟନ ପରିଷଦ ପକ୍ଷରୁ ଆଉ ଏକ ନୂଆ କାର୍ଯ୍ୟକ୍ରମ ପରିବର୍ତନ ଯୋଦ୍ଧାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅନୁଯାୟୀ ପ୍ରତି ରବିବାର ପାରାଦୀପ ସହରର ବସ୍ତିଗୁଡ଼ିକରେ ବିଶୋଧନ କାର୍ଯ୍ୟ କରାଯିବ । ଏହାଛଡ଼ା ସହରରେ ମଶାଧୁଆଁ ଛଡ଼ାଯାଇ ଲୋକଙ୍କୁ ଡ଼େଙ୍ଗୁ ତଥା ଅନ୍ୟନାନ୍ୟ ମାରାତ୍ମକ ରୋଗରୁ ରକ୍ଷା କରାଯିବ । ଏହି ଅବସରରେ ରବିବାର ଷଣ୍ଢକୁଦ ବସ୍ତିରେ ବାପି ସର୍ଖେଲଙ୍କ ଉପସ୍ଥିତିରେ ବିଶୋଧନ କାର୍ଯ୍ୟ ଓ …

Read More »

ଗ୍ରାମାଂଚଳରେ ଅତ୍ୟାଧୁନିକ ୩ ଡି ଇ-ପାଠାଗାର ଦେଖି ଆଶ୍ଚର୍ଯ୍ୟ ହେଲେ ଧର୍ମଶାଳା ବିଧାୟକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- ଏକ ନିପଟ ମଫସଲରେ ୩ଡି ଇ- ପାଠାଗାର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ଚାନ୍ଦବାଲିକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରବିବାର ବିଧାୟକ ଶ୍ରୀ ବଳବନ୍ତରାୟ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ପଂଚାୟତର ଅରୁଆ କଦଳୀବଣ ଉଚ୍ଚ ଶିକ୍ଷାଶ୍ରମ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଏହି  ୩ଡି ଇ- ପାଠାଗାରକୁ ବୁଲି ଦେଖିଥିଲେ । ସେଠାରେ ଉପସ୍ଥିତ କେଶପୁର ପଂଚାୟତର ସରପଂଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ ଏହି ନବ …

Read More »