Thursday , March 30 2023
Breaking News

Recent Posts

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ଗସ୍ତ କରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ଏଠାକାର ଭିତ୍ତିଭୂମି ମଧ୍ୟ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ପାଖାପାଖି ୧୫ ମିନିଟ ପର୍ୟ୍ୟନ୍ତ ଲିଙ୍ଗରାଜ ମନ୍ଦିର ପରିସରରେ ରହିଥିଲେ। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ନିଜର ପ୍ରତିକ୍ରିୟା …

Read More »

ମୃତ ବାଲ୍ୟବନ୍ଧୁର ପରିବାରକୁ ୫୦ହଜାର ଟଙ୍କା ସହାୟତା ପ୍ରଦାନ କଲେ ସହପାଠୀ ବୃନ୍ଦ 

ରଘୁନାଥପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ତାହାର ପ୍ରମାଣ କରି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର  ୧୯୮୩ ବ୍ୟାଚର ଛାତ୍ର କୃଷ୍ଣଚନ୍ଦ୍ର ଜେନାଙ୍କ ଅକାଳ ବିୟୋଗରେ ତାଙ୍କର ପରିବାରକୁ ସହପାଠୀ ମାନେ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇ ଏ ଅଂଚଳରେ ବହୁ ପ୍ରସଂଶାର ଅଧିକାରୀ ହୋଇଛନ୍ତି । ଆଜି ସ୍ୱର୍ଗତଃ ଜେନାଙ୍କ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ଶୋକସଭାରେ ଅଶୋକ କୁମାର ମୁଦୁଲି, ପ୍ରିନ୍ଟେକ ଅଫସେଟର ପରିଚାଳନା ନିର୍ଦ୍ଧେଶକ ବୃନ୍ଦାବନ ବେହେରା, ଶ୍ରୀମନ୍ତ କେଶରୀ ସ୍ୱାଇଁ, …

Read More »

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୁଁ ପ୍ରାର୍ଥୀ କାହିଁକି? ଖୋଲା ମଂଚ 

ରଘୁନାଥପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୁଁ ପ୍ରାର୍ଥୀ କାହିଁକି ବୋଲି ଜଗତସିଂହପୁର ସିଭିଲ ସୋସାଇଟି ଫୋରମ ପକ୍ଷରୁ ରେଢୁଆ ଠାରେ ଅନୁଷ୍ଠିତ ଖୋଲା ମଂଚରେ ଜିଲ୍ଲା ପରିଷଦ, ସରପଂଚ, ସମିତିସଭ୍ୟ ପ୍ରାର୍ଥୀମାନେ ଯୋଗଦେଇ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ, ରେଢୁଆ ପଂଚାୟତ ସରପଂଚ ପ୍ରାର୍ଥୀ ଦିପ୍ତୀରଂଜନ ନାୟକ, ପ୍ରଭାତ କୁମାର ଷଡଙ୍ଗୀ, ବ୍ରଜ କିଶୋର ଦୀକ୍ଷିତ୍, ସୁନୁଲ କୁମାର ଜେନା ଏବଂ ସମିତିସଭ୍ୟ ପ୍ରାର୍ଥୀ ବିଶ୍ୱଜିତ୍ ଦାଶ, ପ୍ରଦିପ୍ତ କିଶୋର ମହାନ୍ତି, …

Read More »