Thursday , March 30 2023
Breaking News

Recent Posts

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ: ଚାରିଜଣ କଲେଜ ଛାତ୍ରୀ ଗୁରୁତର ଆହତ 

ବାଲିଗୁଡ଼ା, ୧୮/୦୨/୨୦୨୨(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ । ଖବରପାଇ ପ୍ରଥମେ ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତର ଚାରିଜଣ ବାଲିଗୁଡ଼ା …

Read More »

ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି ଦୁଇପ୍ରାର୍ଥୀ

ସାଲେପୁର,୧୮/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା)-ତୃଣମୂଳ ସ୍ତରରେ ବିକାଶମୂଳକ କାର୍ୟ୍ୟର ସଠିକ ରୂପାୟନ ପାଇଁ ଦୂରଦୃଷ୍ଟି ,ପ୍ରତିବଦ୍ଧତା ଓ ଯୁବନେତୃତ୍ୱ ଲୋକଙ୍କ ସେବା ପାଇଁ ସମର୍ପିତ ମନୋଭାବ ନେଇନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିବା ପ୍ରକାଶ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ସରୋଜ କୁମାର କାଣ୍ଡି ଓ ସମିତିସଭ୍ୟ ପ୍ରାର୍ଥୀ ରଶ୍ମିରେଖା ମଲ୍ଲିକ । ବାଲିସାହି ଗ୍ରାମପଞ୍ଚାୟତ ସର୍ବାଙ୍ଗୀନ ବିକାଶ ପାଇଁ ଆଖିରେ ଆଖିଏ ସ୍ୱପ୍ନ। ବାଲିସାହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସେ ଭୋଟରଙ୍କ ଆଶୀର୍ବାଦ କାମନା କରିଛନ୍ତି ସରୋଜ କାଣ୍ଡି । କେବଳ ମୁଁ …

Read More »

ପୂର୍ଵତନ ମନ୍ତ୍ରୀ ଅଧ୍ୟାପକ କାଳନ୍ଦୀ ବେହେରାଙ୍କ ୭ମ ବାର୍ଷିକୀ ଶ୍ରାଦ୍ଧ ଅଵସରରେ ମେଗା ରକ୍ତଦାନ ଶିବିର, ୨୧୨ ୟୁନିଟ ସଂଗ୍ରହ

କଟକ ସଦର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ପୂର୍ଵତନ ମନ୍ତ୍ରୀ ତଥା କଟକ ସଦରର ପୂର୍ଵତନ ଵିଧାୟକ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ୭ ମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିଵିର ସ୍ମୃତି କମିଟି ପକ୍ଷରୁ କଟକ ନୂଆପଡା ସାଇ ବାବା ମନ୍ଦିର ପ୍ରାଙ୍ଗଣରେ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି।ଏହାକୁ କଟକ ଜିଲ୍ଲା ଵିଜୁ ଜନତା ଦଳ ସଭାପତି ପୂର୍ଵତନ ବିଧାୟକ ଦେବାଶିଷ ସାମନ୍ତରାୟ ଉଦ୍ଘାଟନ କରିଥିବା ବେଳେ ରାଜ୍ୟସଭା ସାଂସଦ ସୁବାସ ସିଂ,କଟକ ମହାନଗର ବିଜେଡି ସଭାପତି ମଧୁସୂଦନ …

Read More »