Wednesday , February 8 2023
Breaking News

Recent Posts

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ

ବାଲିଗୁଡ଼ା,୩୧/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ରୁ ଗତ ୧୩ରେ ଫେରାର ହୋଇଥିବା  ବିଚାରାଧୀନ କଏଦୀ ଟୁକୁନା ମାଳିକୁ ବାଲିଗୁଡ଼ା ଓ ବ୍ରାହ୍ମଣୀଗାଁ ପୁଲିସ ଗିରଫ କରିଛି। ଗିରଫ ସମୟରେ ଦୁର୍ଷ୍କମ ଓ ହତ୍ୟା ଅଭିଯୁକ୍ତ ଟୁକୁନା ବ୍ରାହ୍ମଣୀଗାଁ ଜଙ୍ଗଲ ଭିତରେ ଲୁଚିଥିଲା। ସୂଚନାଯୋଗ୍ୟ ଜେଲ୍‌ରୁ ଟୁକୁନା ଚମ୍ପଟ୍‌ ମାରିବା ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅନେକ ଚର୍ଚ୍ଚା ହେଉଥିଲା। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ୱାଚ୍‌ ଟାୱାର ବା ପହରା ଦୁର୍ଗରେ ସବୁଦିନ ଭଳି …

Read More »

ରଘୁନାଥପୁର ବ୍ଲକ୍ ରେ ଜିଲାପାଳଙ୍କ ସମୀକ୍ଷା ବୈଠକ

ରଘୁନାଥପୁର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ରେ ଆଜି ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀ ସମୀକ୍ଷା ବୈଠକ କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲାପାଳ ରଘୁନାଥପୁର ବ୍ଲକ୍ ରେ ପହଂଚି ବିଡ଼ିଓ ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ବ୍ଲକ୍ ରେ ଚାଲିଥିବା ମିଶନ ଶକ୍ତିର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକାଘର, ମୋ ଗୁହାଳ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ,ମହାତ୍ମା ଗାନ୍ଧି ନିଶ୍ଚିତ …

Read More »

ଦାୟିତ୍ଵ ଗ୍ରହଣ କଲେ ନୂଆ ପୁଲିସ ମହାନିର୍ଦ୍ଦେଶକ ସୁନିଲ୍ କୁମାର ଵଂଶଲ

କଟକ ସଦର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଓଡ଼ିଶାର ନୂତନ ଡିଜିପି(ପୁଲିସ ମହାନିର୍ଦ୍ଦେଶକ)ଭାଵେ ୧୯୮୭ ଵ୍ୟାଚର ଆଇପିଏସ୍ ସୁନିଲ୍ କୁମାର ଵଂଶଲ ଆଜି ଶୁକ୍ରବାର ଅପରାହ୍ନରେ କଟକ ମୂଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୧୯୮୬ ଵ୍ୟାଚ ଆଇପିଏସ୍ ଅଭୟଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି।ନୂଆ ଵର୍ଷର ଠିକ ଗୋଟିଏ ଦିନ ପୂର୍ବରୁ ନୂତନ ମହାନିର୍ଦ୍ଦେଶକ ଭାଵେ ଶ୍ରୀ ଵଂଶଲ ଦାୟିତ୍ଵ ନେଇଥିବା ବେଳେ ଆସନ୍ତା କାଲି ଶନିବାର ୨୦୨୨ ନୂଆ ବର୍ଷରେ କାର୍ୟ୍ୟାରମ୍ଭ କରିଵେ ବୋଲି ମୂଖ୍ୟାଳୟ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ଲୋକସେବା …

Read More »