Thursday , June 30 2022
Breaking News

Recent Posts

ଓସିଏ ସିନିୟର ଓ ୧୯ ବର୍ଷରୁ କମ୍ ଆନ୍ତଃ କ୍ଳବ  କ୍ରିକେଟ ଟୁର୍ଣ୍ଣାମେଂଟ ପାରାଦ୍ୱୀପ ରେ ଉଦଯାପିତ

ପାରାଦୀପ ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୋର୍ଟ କ୍ରିକେଟ ଜିଲ୍ଲା ଆନୁକୁଲ୍ୟରେ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ଆୟୋଜିତ ସିନିୟର ଓ ୧୯ ବର୍ଷରୁ କମ୍ ଆନ୍ତଃ କ୍ଳବ କି୍ରକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ମାର୍ଚ୍ଚ ୨୬ରୁ ଏପି୍ରଲ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ପୋର୍ଟ କ୍ଳବ ଏବଂ ଅଫିସର୍ସ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା …

Read More »

କରୋନାକୁ ନେଇ ପ୍ରଶାସନର କଡା ନଜର – ସଚ୍ଚେତନତା ଉପରେ ପ୍ରାଧାନ୍ୟ

ପାରାଦୀପ ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ସଂପ୍ରତି ଦ୍ୱିତୀୟ ପର୍ଯ୍ୟାୟରେ କୋରନା ମହାମାରୀ ସଂକ୍ରମଣ ଦେଶରେ ଦୃତଗତିରେ ମାଡି ଚାଲିଛି । ଏ ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲ୍ଲା ସମେତ ବନ୍ଦର ଓ ଶିଳ୍ପ ସହର ପାରାଦୀପରେ କିଛି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହା ଉପରେ କଡା ନଜର ରଖାଯାଇ ସାଧାରଣରେ ସଚ୍ଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ …

Read More »

ବାରୋ ପଂଚାୟତର ମନରେଗା ମହାଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ ଗଣଧାରଣା

କେନ୍ଦ୍ରାପଡା, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ମନରେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ  ଆଖିବୁଜା ଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ ଗଣଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ମନରେଗା ଦୁର୍ନୀତି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଣଧାରଣାରେ ବସିଥିବା ପଂଚାୟତବାସୀଙ୍କ ସମ୍ମୁଖରେ ଉଭୟ ଅଧିକାରୀଙ୍କ ସନ୍ତୁଷ୍ଟିକରଣ ପାଇଁ ହୋମଯଜ୍ଞ କରାଯାଇଛି । କେନ୍ଦ୍ରାପଡା …

Read More »