କେନ୍ଦ୍ରାପଡା କଲେଜ ଇତିହାସ ସମ୍ମାନ ବିଭାଗର ଆଲୋଚନାଚକ୍ର
କେନ୍ଦ୍ରାପଡା, ୦୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ବିଭାଗ ପକ୍ଷରୁ ଅନୁଷ୍ଠିତ “ଭାରତୀୟ ଜାତୀୟ ଆନ୍ଦୋଳନ ଓ ଗାନ୍ଧୀ” ଶିର୍ଷକ ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠି ଉଦଘାଟନ କରିଛନ୍ତି । ଏଥିରେ ବିଷୟ ବିଶାରଦ ଭାବରେ ଭୂବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷକ ତାଲିମ କେନ୍ଦ୍ରର ଇତିହାସ ବିଭାଗ ପ୍ରଫେସର ପ୍ରିତୀଶ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଗାନ୍ଧୀ ଜଣେ କ୍ରମ ବିକଶିତ ବ୍ୟକ୍ତିତ୍ୱ …
Read More »