Wednesday , February 8 2023
Breaking News

Recent Posts

ଚର୍ଚ୍ଚାରେ ବଙ୍ଗାଳପୁର ପଂଚାୟତ ଦୁର୍ନିତୀ , ୪୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ଫାଇଲ ଗାଏବ

ଗରଦପୁର, ୦୧/୦୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବଙ୍ଗାଳପୁର ପଂଚାୟତ ର ଦୁର୍ନିତୀ ଗତ ୫ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଛି । ଏବେ ଆଉ ଏକ ୪୦ ଲକ୍ଷ ଟଙ୍କାର ଅର୍ଥ ଅନିୟମିତତା ଓ ଚଂଚକତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ପଂଚାୟତରେ ବାସୁଦେଇପୁର ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବ୍ୟୟ ବରାଦ କରାଯାଇଥିଲା । ପୂର୍ବତନ ସରପଂଚ ପ୍ରଜେଶ ନାୟକଙ୍କ କାର୍ଯ୍ୟକାଳ ସମୟରେ ସରକାରଙ୍କ ଦ୍ୱାରା …

Read More »

ତେଣ୍ଡାକୁଡ଼ା ସାଇଫନ୍ ବ୍ରିଜ୍ ର ପ୍ରବେଶ ପଥ କୁ ମୁକ୍ତ କରାଯାଉ

ପାଟକୁରା,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତର ବଡ଼ ନୟନପୁର ଠାରେ ଏକ ବ୍ରିଜ କମ୍ ସାଇଫନ୍ ରହିଛି , ଯାହାକି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରୁଥିବା ବି୍ରଜ୍ । ଏପଟ କେନ୍ଦ୍ରାପଡ଼ା ଜିଲାର ଓ ଅପର ପାଶ୍ୱର୍ଟି ଜଗତସିଂହପୁର ଜିଲାର । ଏପଟେ ପାଟକୁରାର ତେଣ୍ଡାକୁଡ଼ା ଓ ସେପଟ ଟି ଜଗତସିଂହପୁର ଜିଲାର ତିର୍ତୋଲ ଥାନା କୃଷ୍ଣାନନ୍ଦପୁର । ବ୍ରିଜ୍ ର ଏପଟଟି ତେଣ୍ଡାକୁଡ଼ା ପଂଚାୟତର ବଡ଼ନୟନପୁର (ସାଇଫନ୍ ଛକ) ରେ ଜଳସମ୍ପଦ ବିଭାଗ ର ଜାଗାରେ …

Read More »

୪୪କିଲୋ ଗେଞ୍ଜଇ ସହ କାର ଜବତ ,୩ ଗିରଫ

ରଘୁନାଥପୁର, ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ପୋଲିସ୍ ୪୪କିଲୋ ଗଂଜେଇ ସହ କାର ଜବତ କରି ୩ଜଣ ଆସାମୀଙ୍କୁ ଗିରଫ କରିଛି । ଖବରରୁ ପ୍ରକାଶ ଆଜି ଦିନ ୮ଟାସମୟରେ କଟକ-ପାରାଦ୍ୱୀପ ରାସ୍ତାରେ କଟକରୁ ପାରାଦ୍ୱୀପ ଅଭିମୁଖେ ସୁଜକି ଡିଜାୟାର କାର ଓଡି ୦୨ ଏଏମ ୪୬୮୨ ନମ୍ବର ଗାଡିରେ ୨ବସ୍ଥା ଗଂଜେଇ ନେଇ ୩ଜଣ ଆସାମୀ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । କୌଣସି ସୂତ୍ରରୁ ଏହି ଖବରପାଇ ରଘୁନାଥପୁର ଥାନା ନୂତନ ଅଧିକାରୀ ପ୍ରଦୁ୍ୟମ୍ନ କିଶୋର ବେହେରାଙ୍କ ନେତୃତ୍ୱରେ ଆରକ୍ଷୀ ଉପନୀରିକ୍ଷକ …

Read More »