Thursday , August 18 2022
Breaking News

Recent Posts

ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଚତୁର୍ଦ୍ଧଶ ଶ୍ରାଦ୍ଧ ପାଳିତ 

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଚତୁର୍ଦ୍ଧଶ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ବାରୁଣୀ ଠାରେ ପ୍ରତିଷ୍ଠିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ବିଶ୍ୱ ମହାମାରୀ କରୋନା ଯୋଗୁ ସମଗ୍ର ରାଜ୍ୟରେ ଲକ ଡ଼ାଉନ୍ ଲାଗୁ କରାଯାଇଥିବାରୁ ଅନ୍ୟ ସମସ୍ତ ଉତ୍ସବ ବନ୍ଦ ଥିବାବେଳେ ନିରାଡମ୍ବର ଭାବେ କେବଳ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ …

Read More »

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବାବା ବଳିଆଙ୍କ ସରକାରଙ୍କୁ ନିବେଦନ 

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜ ସଂସ୍କାରକ ସନ୍ଥ ପୂଜ୍ୟ ପୂଜକ ବାବା ବଳିଆ କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କ ରଥଯାତ୍ରା ଉତ୍ସବ ସମ୍ବନ୍ଧରେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି । ପୂଣ୍ୟଭୂମି ଓଡ଼ିଶା ରେ ଶ୍ରୀ କ୍ଷେତ୍ର ଓ ତୁଳସୀ କ୍ଷେତ୍ର ହେଉଛି ୨ ଟି କ୍ଷେତ୍ର । ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିର ହେଉଛି ପୀଠ । ଶ୍ରୀ ଜଗନ୍ନାଥଙ୍କ ଶ୍ରୀ କ୍ଷେତ୍ର ଏବଂ ଶ୍ରୀ ବଳଦେବ ଙ୍କ ତୁଳସୀ କ୍ଷେତ୍ର …

Read More »

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା  ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି  ।ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ …

Read More »