Thursday , August 18 2022
Breaking News

Recent Posts

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୭୫ଜଣ ସଙ୍ଗରୋଧ କେନ୍ଦ୍ର ରୁ ହୋଇଥିବା ବେଳେ ୧୮୬୪ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୬ଜଣ, ବରଗଡ଼ ଜିଲ୍ଲାରୁ ୬୮ଜଣ, ଭଦ୍ରକ ଜିଲ୍ଲାରୁ ୨୦୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୩ଜଣ, ବୌଦ୍ଧ ଜିଲ୍ଲାରୁ ୫୪ଜଣ, …

Read More »

ବଡପଡିଆ ମାର୍କେଟ ମୁଖ୍ୟ ରାସ୍ତା ଉପରେ  ବେଆଇନ୍ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା

ପାରାଦ୍ୱୀପ ୧୩/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସମେତ ସମସ୍ତ କୋଭିଡ୍-୧୯ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ବନ୍ଦର ସହର ପାରାଦ୍ୱୀପରେ ଏଥିରେ ବ୍ୟତିକ୍ରମ ହେବାର ଦେଖାଯାଉଛି । ପାରାଦ୍ୱୀପ ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ବଡପଡିଆ ମାର୍କେଟ ନିକଟ ରେ ଥିବା ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ଚାରିଚକିଆ, ଦୁଇଚକିଆ ଓ ଟ୍ରକ ମାନେ ବେଆଇନ୍ …

Read More »

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । କିନ୍ତୁ ସରକାରୀ ଉଦାସୀନତା ଯୋଗୁଁ ଚାଷୀମାନେ ଧାନ ବିହନ ପାଇପାରୁ ନାହାନ୍ତି । ପୂର୍ବରୁ ଚାଷୀମାନେ ପାରମ୍ପରିକ ଧାନକୁ ନେଇ ଚାଷ କରୁଥିଲେ । ଯେଉଁଥିରେ ଗୁଣ୍ଠ ପ୍ରତି ମାତ୍ର ୫/୬ ଗୌଣି ଧାନ ଅମଳ ହେଉଥିଲା । କିନ୍ତୁ ବର୍ତମାନ ଯୁଗ ସହିତ ତାଳ ଦେଇ ଚାଷୀମାନେ …

Read More »