Wednesday , September 28 2022
Breaking News

Recent Posts

ରେଳ ଧାରଣା କଟି ଚାଷୀ ନନ୍ଦକିଶୋରଙ୍କ ଗାଈର ମୃତୁ୍ୟ

କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)-  ହରିଦାସପୁର ରେଳ ଧାରଣାରେ ମଙ୍ଗଳବାର ଅପରାହ୍ନରେ କଟିଯାଇ ଏକ ଗାଈର ମୃତୁ୍ୟ ହୋଇଯାଇଛି । ସଂପୃକ୍ତ ମୃତ ଗାଈଟି କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ଗରିବ ଚାଷୀ ନନ୍ଦକିଶୋର ସେଠୀଙ୍କର । ଶ୍ରୀ ସେଠୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର । ଗାଈଟିର ଦାମ ପ୍ରାୟ ୧୦ହଜାର ଟଙ୍କା ହେବ । ଗାଈଟିର  ଦୁଗ୍ଧ ଉପରେ ନିର୍ଭର କରି ଶ୍ରୀ ସେଠୀ ତାଙ୍କର ୫ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶ୍ରୀ ସେଠୀଙ୍କୁ ସରକାରୀ …

Read More »

ବଳଦେବଜୀଉ ଟ୍ରକମାଲିକ ସଂଘ ସଭାପତିଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)- ବଳଦେବଜୀଉ ଟ୍ରକମାଲିକ ସଂଘର ସଭାପତି ପ୍ରମୋଦ ନାୟକଙ୍କ ପିତା ଜଗବନ୍ଧୁ ନାୟକଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ ଓ ସମାଜସେବୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ  ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର

Read More »

୬ଲକ୍ଷ ଟଙ୍କା ଠକାମୀର ଶିକାର ହେଲେ ଦମ୍ପତି

କେନ୍ଦ୍ରାପଡ଼ା, ୧୦/୦୮/୨୦୨୧(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ପଂଚାୟତର ଖଇରାବାଦ ଗ୍ରାମର ଶତୃଘ୍ନ ମହାରଣାଙ୍କ ପୁଅ ସନ୍ତୋଷ କୁମାର ମହାରଣା ଗତ ୨୦୨୦ମସିହା ଜାନୁଆରୀମାସ ୭ତାରିଖରେ ସେହି ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ନାରାୟଣ ଓଝା ଏବଂ ତାଙ୍କ ପତ୍ନୀ ସୁଲେଖା ଓଝାଙ୍କ ଠାରୁ ପ୍ରାୟ ୬ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିଲେ । ସେହି ଅର୍ଥ ଫେରସ୍ତ ପାଇବା ପାଇଁ ଉଭୟ ଦମ୍ପତି ସନ୍ତୋଷକୁ ବାରମ୍ବାର ମାଗିବା ସତ୍ୱେ ସନ୍ତୋଷ ଉଦ୍ଧାର ଅର୍ଥ ଫେରସ୍ତ ନକରିବା ସହ …

Read More »