Tuesday , September 27 2022
Breaking News

Recent Posts

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ ୨୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା ୧୦/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ ୨୮ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସଳଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ଼େରାବିଶି ବ୍ଲକ୍ ରେ ୪ ଜଣ ଚିହ୍ନଟ ହୋଇଥିବାବେଳେ ଗରଦପୁର ବ୍ଲକ୍ ରେ ୨ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୮ ଜଣ,ମହାକାଳପଡ଼ା ବ୍ଲକ୍ ରେ ୩ ଜଣ,ମାର୍ଶାଘାଇ ବ୍ଲକ୍ ରେ ୫ ଜଣ,ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ଜଣେ,ରାଜକନିକା ବ୍ଲକ୍ ରେ ୨ ଜଣ,କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ୩ …

Read More »

ମୀରାବାଈ କଳାବିକାଶ କେନ୍ଦ୍ର ତରଫରୁ ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନି ମିଶ୍ର ଙ୍କୁ ସମ୍ବର୍ଦ୍ଧନା

ଭୁବନ ୧୦/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନର ସର୍ବପୁରାତନ କଳା ସଂସ୍କୃତି  କେନ୍ଦ୍ର ମୀରାବାଈ କଳା ବିକାଶ କେନ୍ଦ୍ର ତରଫରୁ ରାଜ୍ୟ କଳା ସଂସ୍କୃତି ବିକାଶ ସଂଘ ଉପସଭାପତି ଅବନି କୁମାର ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଓ ପ୍ରଶଂସାପତ୍ର ଦେଇ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀଯୁକ୍ତ ମିଶ୍ର ଦିନିକିଆ ଭୁବନ ଗସ୍ତରେ ଆସି ମୀରାବାଈ କଳା ବିକାଶ କେନ୍ଦ୍ର ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ । ମୀରାବାଈ କଳା ବିକାଶ କେନ୍ଦ୍ର ସତ୍ୱାଧିକାରୀ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କାମାକ୍ଷାନଗର …

Read More »

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୪୧ କରୋନା ସଂକ୍ରମିତ ଚିହ୍ନଟ- ୬୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ୧୫ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୩୨ଜଣ, ଦେବଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ …

Read More »