Saturday , December 3 2022
Breaking News

Recent Posts

ଜଙ୍ଗଲୀ ହାତୀ ର ଉପଦ୍ରଵ ଯୋଗୁ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ଆତଙ୍କ

ନିଶ୍ଚିନ୍ତକୋଇଲି, ୨୩/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ଆଜି ସକାଳୁ ଏକ ଜଙ୍ଗଲୀ ହାତୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ରାମକୃଷ୍ଣପୁର,ଫୋଗଳ ଓ ଜିଗ୍ନୀପୁର ପଂଚାୟତର ଗହୀର ଧାନ ବିଲରେ ପ୍ରବେଶ କରି ବ୍ୟାପକ ଧାନଫସଲ ନଷ୍ଟକରିଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏବେ ହାତୀ ସ୍ଥାନୀୟ ହାଡ଼ଖାଇ ଧାନ ବିଲ ପାଟ ରେ ଆତଙ୍କ ଖେଳାଇ ଚାଲିଛି । ଆଜି ସକାଳୁ ସକାଳୁ ଧାନ ବିଲରେ ଜଙ୍ଗଲୀ ହାତୀ ବୁଲୁଥିବା ର ଦେଖି ଲୋକେ ପ୍ରଥମେ ଭୟଭୀତ ହୋଇପଡିଥିଲେ …

Read More »

ଜଵାନଙ୍କ ମୃତ୍ୟୁରେ ମହମବତୀ ଶୋଭାଯାତ୍ରା

କଟକ ସଦର, ୨୩/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଦେଧାରୀ ଗ୍ରାମର ତଥା ସିଆରପିଏଫ ତ୍ରିପୁରା ରେ ହାବିଲଦାର ଭାବେ କାର୍ଯ୍ୟରତ ଵୀର ଜଵାନ ରଶ୍ମି ରଞ୍ଜନ ଲେଙ୍କା ଙ୍କ ଅନ୍ ଡିୟୁଟିରେ ଆକସ୍ମିକ ଅକାଳ ବିୟୋଗରେ ଆତ୍ମାର ସଦଗତି ପାଇଁ ଉତ୍କଳ ଵିକାଶ ପରିଷଦ ସଦର ଶାଖା ସଭାପତି ଇଂ ପ୍ରକାଶ ସେଠୀଙ୍କ ନେତୃତ୍ୱରେ କନ୍ଦରପୁର ଵଜାରରେ ମହମବତୀ ଶୋଭାଯାତ୍ରା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଜେନା, ବଳରାମ ନାୟକ,ସଂଜୟ ସାହୁ,ଦେଵୀ ପତି, ସନ୍ତୋଷ ଭୋଇ,ନିରଞ୍ଜନ ରାଉଳ,ସଂଜୟ ସେଠୀ, ଲକ୍ଷ୍ମୀ …

Read More »