Thursday , December 1 2022
Breaking News

Recent Posts

ଲୋକନାଥ ମହାବିଦ୍ୟାଳୟରେ ପ୍ରବେଶ ସ୍ୱାଗତ ଉତ୍ସବ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ କୁମାର ପ୍ରଧାନ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କର ସୁନ୍ଦର ଭବିଷ୍ୟତ କାମନା କରିଥିଲେ । ଏପରିକି ଜୀବନରେ ଭଲ ମଣିଷ ହେବା ପାଇଁ ଶୃଙ୍ଖଳା, ପରିଶ୍ରମ ଓ ଗୁରୁଜନଙ୍କୁ ସମ୍ମାନ ଛାତ୍ରକୁ ଉଚ୍ଚାଭିଳାଷୀ କରିଥାଏ ବୋଲି ସେ ବକ୍ତବ୍ୟ ରଖିଥିଲେ । ଏକାଡେମିକ୍ …

Read More »

ପରିବା ଦର ଆକାଶ ଛୁଆଁ, ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)-କାର୍ତିକ ମାସ ଆରମ୍ଭ ରୁ ପରିବା ଦର ହାଟ ବଜାରରେ ଆକାଶ ଛୁଆଁ ହେଲାଣି । ପାଟକୁରା ଗରଦପୁର ଅଂଚଳରେ ମହଙ୍ଗା ହୋଇଥିବା ପନି ପରିବା ଦର ଯୋଗୁ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । ଗରଦପୁର ଅଂଚଳରେ ଶିତଳ ଭଣ୍ଡାର ନଥିବାରୁ ପନି ପରିବା ସଂରକ୍ଷଣ ଜନିତ ସମସ୍ୟା ରହିଛି । ଫଳରେ ବାଇଗଣ, ଟମାଟୋ, ଆଳୁ ଆଦି ପନି ପରିବା ଉପôାଦନ ସମୟରେ କମ୍ ଦର ଥିବାବେଳେ ମଧ୍ୟ ସଂରକ୍ଷଣ କରାଯାଇ ପାରୁନାହିଁ । ଏବେ ଆବଶ୍ୟକ ଥିବା …

Read More »

ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଯୁବକ କୋର୍ଟ ଚାଲାଣ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଡ଼ାହାଳପୁର ଗ୍ରାମର ବୀରବର ସେଠୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସେହି ଗ୍ରାମର ମାନଭଂଜନ ମାହାଳୀ (୪୨) ଓ ତାଙ୍କ ଭାଇ ରଶ୍ମୀ ରଂଜନ ମାହାଳୀ (୪୦) ଙ୍କୁ ପାଟକୁରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ରୁ ପ୍ରକାଶ ଯେ ଡ଼ାହାଳପୁର ଗ୍ରାମର ଶୁଭ୍ରାଂଶୁ ସେଠୀ ଓ ମାନଭଂଜନ ମାହାଳୀ ଉଭୟ ପରିବାର ମଧ୍ୟରେ ଜମିଜମା ସମସ୍ୟାକୁ ନେଇ ପୂର୍ବ ଶତୃତା ରହି ଆସିଛି । ସେହି କାରଣରୁ ସାମାନ୍ୟ …

Read More »