Friday , March 31 2023

Recent Posts

ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ନଟବର ରଥଙ୍କ ବିୟୋଗରେ ଶୋକ

ରଘୁନାଥପୁର ,୨୪/୦୨/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ଭଦ୍ରେଶ୍ୱର ହାଇସ୍କୁଲର ପ୍ରତିଷ୍ଠାତା ଆଦର୍ଶ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ନଟବର ରଥଙ୍କର ୮୭ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଛାତ୍ର ବତ୍ସଳ, କର୍ତବ୍ୟ ନିଷ୍ଟ, ସତ୍ୟନିଷ୍ଟ, ପରୋପକାରୀ, ଆଦର୍ଶ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଭାବେ ଭଦ୍ରେଶ୍ୱର ହାଇସ୍କୁଲରେ ୧୯୬୮ ରୁ ୧୯୯୭ ପର୍ଯ୍ୟନ୍ତ ୨୯ ବର୍ଷ ଧରି ଥିଲେ । ତାଙ୍କର ମରଶରୀରକୁ ବାଇଗୁଡି ଛକ ଠାରୁ ଭଦ୍ରେଶ୍ୱର ହାଇସ୍କୁଲ ପର୍ଯ୍ୟନ୍ତ ନିଆଯାଇଥିଲା । ଶହ ଶହ ପୁରାତନ ଛାତ୍ରଛାତ୍ରୀମାନେ …

Read More »

ଗୋପନୀୟ ଭୋଟ ବାଲାଟ ପେପର ସୋସିଆଲ ମିଡିଆରେ ଘୁରି ବୁଲୁଛି  !

ରଘୁନାଥପୁର ,୨୪/୦୨/୨୦୨୨( ଓଡ଼ିଶା ସମାଚାର )- ଭୋଟଦାନ ସମ୍ପୂର୍ଣ୍ଣ ଗୋପନୀୟ, ଏହି ଭୋଟ ବାଲାଟ ପେପରଟି ଭୋଟ ବାକ୍ସରେ ସିଲ କରାଯାଇ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଭୋଟର ଦେଇଥିବା ବାଲାଟ ପେପରରେ ଭୋଟ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଅଟେ । ମାତ୍ର ରଘୁନାଥପୁର ବ୍ଲକର ରଘୁନାଥପୁର ଗ୍ରାମପଂଚାୟତରେ ୧୦-୧୨ଟି ଭୋଟ ଦିଆଯାଇଥିବା ବାଲାଟ ପେପରକୁ କେତେକ ଭୋଟର ସୋସିଆଲ ମିଡିଆରେ ଛାଡିଛନ୍ତି । ଏସମ୍ପର୍କରେ ରଘୁନାଥପୁର ବିଡିଓଙ୍କୁ ଏସମ୍ପର୍କରେ ଲୋକମାନେ ପଚାରିବାରୁ ସେ କହିଲେ ଯେ ଭୋଟଦାନ ସମୟରେ କେତେକ …

Read More »

ଗରଦପୁର : ଦୁଇଟି ୱାର୍ଡ଼ ରେ ସରପଂଚ ଭୋଟ କାଲି , ବୁଥ କ୍ୟାପଚର ଅଭିଯୋଗରେ ଜଣେ ଗିରଫ

ଗରଦପୁର,୨୪/୦୨/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମ ପଂଚାୟତର ୧୫ ନମ୍ବର ୱାର୍ଡ଼ ଓ ଗରଦପୁର ପଂଚାୟତର ୬ ନମ୍ବର ୱାର୍ଡ଼ରେ ଆସନ୍ତା କାଲି ସରପଂଚ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ । ସେଥିପାଇଁ ବ୍ଲକ୍ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆସନ୍ତା କାଲି ସକାଳ ୯ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିସଆଯାଇଛି । ଉଲେଖନୀୟ ଏହିକି ବଙ୍ଗାଳପୁର ପଂଚାୟତର ୧୫ ନମ୍ବର ୱାର୍ଡ଼ …

Read More »