Thursday , March 30 2023
Breaking News

Recent Posts

କାହା ହାତରେ ଭାଗ୍ୟ – (ବାପି ନାୟକ)

୨୦୨୨ ପଂଚାୟତ ନିର୍ବାଚନ ଓଡ଼ିଶାରେ ପାଂଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି । ଯାହା ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ କ୍ରମରେ ନିର୍ବାଚନ ହୋଇଥିଲା । ଫେବୃୟାରୀ ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଭୋଟ ଗଣତି ହେବ । ସେହିଦିନ ହିଁ ଜଣାପଡ଼ିବ ଯେ କାହା ହାତରେ ଭାଗ୍ୟ । ଓଡ଼ିଶାର ୮୫୩ଟି ଜିଲ୍ଲା ପରିଷଦ, ୬୭୯୪ଟି ସରପଂଚ ଓ ସମିତି ସଭ୍ୟ, ୯୧୯୧୬ଟି ୱାର୍ଡ଼ମେମ୍ବରଙ୍କ ଭାଗ୍ୟ ୩.୨୯କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି ଯାହା …

Read More »

ଏଚପିସିଏଲ୍ ନୂତନ ପେଟ୍ରୋଲ ପମ୍ପ ଉଦଘାଟତ

ଭୁବନେଶ୍ୱର, ୨୪/୦୨/୨୦୨୨( ଓଡ଼ିଶା ସମାଚାର )-ଏଚପିସିଏଲ୍ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ଼୍ ପକ୍ଷରୁ ନୂତନ ପେଟ୍ରୋଲ ପମ୍ପ ଉଦଘାଟତ ହୋଇଯାଇଛି। ରବିନ୍ଦ୍ର ମହାପାତ୍ର ଏଣ୍ଡ କୋ ପକ୍ଷରୁ କଟକ ଟାଙ୍ଗୀ କଇରାପାରୀ ମୁଖ୍ୟ ରାସ୍ତାରେ ଏଚପିସିଏଲ୍ ପକ୍ଷରୁ ଏହି ନୂତନ ପେଟ୍ରୋଲ ପମ୍ପ ଉଦଘାଟତ ହୋଇଯାଇଛି । ଏହି ପେଟ୍ରୋଲ ପମ୍ପ ଦ୍ୱାରା କଟକରୁ ଚଣ୍ଡିଖୋଲ, ବାଲେଶ୍ୱର, କୋଲକତା ଆଡ଼କୁ ଯିବା ରାସ୍ତାରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ପାଇବାରେ ସୁବିଧା ପାଇପାରିବେ ବୋଲି କୁହାଯାଇଛି । ରବିନ୍ଦ୍ର ଏଣ୍ଡ୍ କୋ’ର ପ୍ରୋପାଇଟର ଆଦିତ୍ୟ …

Read More »

ଅନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ଦ୍ୱତୀୟ ଦିନ – ଜେ କେ ପୁର ବିଜୟୀ

ଜୁନାଗଡ଼, ୨୪/୦୨/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଅନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ଆଜି  ଦ୍ୱତୀୟ ଦିନ । ଏହି ଅବସରରେ  ଅତିଥି ଭାବରେ  ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ସମ୍ପାଦକ  କାଳିନ୍ଦ୍ରି ପାଣିଗ୍ରାହୀ ଓ ସାମ୍ବାଦିକ ରାକେଶ ବେମାଲ ଯୋଗ ଦେଇଥିଲେ । ଆଜି  ଦ୍ୱତୀୟ ଦିନ  ରେ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ (ଏ) ଏବଂ  ଜେ କେ …

Read More »