Wednesday , February 8 2023
Breaking News

Recent Posts

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ୟ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, …

Read More »

ଆଜି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ୟ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ଆଜି ଠାରୁ ଉଭୟ ଉଦ୍ୟାନ ଖୋଲିବ । ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍ର ସମସ୍ତ ନିୟମ ମାନି ବୁଲିପାରିବେ । କିନ୍ତୁ ବଣଭୋଜି କରିବାକୁ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ବାରଣ କରାଯାଇଛି । ପୂର୍ବରୁ …

Read More »

୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍ , ପୁରୀ ର ୧୧ ୱାର୍ଡ଼ ରେ ଥିବା ଏକ ହୋଟେଲ କୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା

ଭୁବନେଶ୍ୱର , ୪/୧/୨୦୨୨ (ଓଡ଼ିଶା ସମାଚାର)- ଖୁବ କମ୍ଦିନ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଜିଲାରେ ୭ ଜଣ, ଜଗତସିଂହପୁର ଜିଲାର ୫ ଜଣ,ପୁରୀ ଓ ସମ୍ବଲପୁର ଜିଲା ୩ ଜଣ ଲେଖା, ବୌଦ୍ଧ ଓ ଅନୁଗୁଳ ଜିଲାର ୨ଜଣ ଲେଖା , ବାଲେଶ୍ୱର, କଟକ,ଭଦ୍ରକ ଓ ଗଂଜାମ ଜିଲାର ଜଣେ ଲେଖା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ସୁଦ୍ଧା ୩୭ଜଣ ସଂକ୍ରମିତ ଚିହ୍ନଟ …

Read More »