Friday , March 31 2023

Recent Posts

ଜୁନାଗଡ଼ ବ୍ଲକ ର ଜୋନ ୧ ର ଭୋଟ ଗଣତି ର ୬ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ଜୁନାଗଡ଼,୨୬/୦୨/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ୟ୍ୟାୟ ଭୋଟ ଗଣତି ରେ ଜୋନ ୧ ର ଭୋଟ ଗଣତି ର ୬ ରାଉଣ୍ଡ ସୁଦ୍ଧା ବିଜେଡି ୫୫୮୯ ଭୋଟ ରେ ଆଗୁଆ ରହିଥିଲା । ଜୋନ ୧ ର ଜିଲ୍ଲାପରିଷଦ ନିର୍ବାଚନ ମଇଦାନ ରେ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ଏଥିରେ ବିଜେଡ଼ି ରୁ ସୁଧୀରା ମେହେର ବିଜେପି ର ଶର୍ମିଷ୍ଠା ମେହେର କଂଗ୍ରେସ ର ହରିଶ୍ଚନ୍ଦ୍ର ଗୁରୁ ବିଏସପି ରୁ ଉଦ୍ଧବ …

Read More »

ଗରଦପୁର ବ୍ଲକ୍ ରେ ଭୋଟ ଗଣତି ଚାଲିଛି , ବିଜେଡ଼ି ଆଗୁଆ

ଗରଦପୁର,୨୬/୦୨/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ରେ ୯ ନମ୍ବର ଜିଲାପରିଷଦ ଜୋନ୍ ର ଆଜି ଭୋଟ ଗଣତି ଚାଲିଛି । ସକାଳ ୮ ଟାରୁ ଗଣତି ଚାଲିଥିଲେ ସୁଦ୍ଧା ରାତି ୯ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ବିଜେଡ଼ି ଜିଲାପରିଷଦ ପ୍ରାର୍ଥି ଏଲିଜା ସ୍ୱାଇଁ ୧୬୮୨ ଭୋଟ ରେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥି ସୁଦିପ୍ତା ପ୍ରଧାନ ଙ୍କ ଠାରୁ ଆଗରେ ରହିଛନ୍ତି । ଏଲିଜା ସ୍ୱାଇଁ ମୋଟ ୬୨୬୯ ଭୋଟ ପାଇଥିବାବେଳେ ବିଜେପି ର ସୁଦିପ୍ତା ପ୍ରଧାନ ୪୫୮୭ ଭୋଟ ପାଇଛନ୍ତି …

Read More »

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୨୬/୦୨/୨୦୨୨( ଓଡ଼ିଶା ସମାଚାର )- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ଷିୟାନ, ପ୍ରବୀଣ ରାଜନୀତିଜ୍ଞ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ କେନ୍ଦ୍ରାପଡା ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଶୋକସଭା ଅନୁଷ୍ଠିତ  ହୋଇଯାଇଛି । ଟ୍ରଷ୍ଟର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ସମ୍ପାଦକ ସୁଶିଲ କୁମାର ସାମଲ, ଧରଣୀଧର ସୁଆର, ଭ୍ରମରବର ରାଉତ, ମହେନ୍ଦ୍ର କୁମାର ପରିଡା, ଶରତ କୁମାର ବେହୁରା, ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, ଗାୟତ୍ରୀ ମହାନ୍ତି, ଫକିର ଚରଣ …

Read More »