Friday , June 9 2023

Recent Posts

ମାହାଙ୍ଗାର ସିପୁରା ଗାଁ ରେ ହେଟାବାଘ ଆତଙ୍କ, ଆକ୍ରମଣରେ ୩ ଗୁରୁତର ଆହତ

ମାହାଙ୍ଗା,୧୬/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ହେଟାବାଘ ଆକ୍ରମଣ ଯୋଗୁଁ ମାହାଙ୍ଗା ଥାନା ଶିପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ହେଟାବାଘ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ସିପୁରା ଗାଁ ରେ ଥିବା ଚାଷୀଙ୍କ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଅଚିନ୍ତ ନାୟକ ଓ ବାଲେଶ୍ଵର ଅଞ୍ଚଳର ବାପୁନୀ ପାଲଙ୍କୁ ହଠାତ୍ ଏକ ହେଟାବାଘ ଆକ୍ରମଣ କରିବାରୁ ଦୁହେଁ ଲହୁ ଲୁହାଣ ହୋଇପଡିଥିଲେ । ଗୁରୁତର …

Read More »

ପ୍ରେମ ଓ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ଭଗବାନ ବୁଦ୍ଧ : ଗୋପାଳ ବଲ୍ଲଭ ପଟ୍ଟନାୟକ

୨୫୬୬ତମ ବୁଦ୍ଧ ଜୟନ୍ତୀ ପାଳିତ ଭୁବନେଶ୍ୱର,୧୬/୦୫/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ମହାବୋଧି ସମିତି, ଓଡ଼ିଶା ଶାଖା ପକ୍ଷରୁ ସତ୍ୟ, ଅହିଂସା, ପ୍ରେମ ଓ କରୁଣାର ଅବତାର ଭଗବାନ ତଥାଗତ ବୁଦ୍ଧଙ୍କ ୨୫୬୬ତମ ବୁଦ୍ଧ ଜୟନ୍ତୀ ୟୁନିଟ୍-୯ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ସର୍ବୋଚ୍ଚ ନ୍ୟାୟାୟଳର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତି ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଲେ ଯେ, ପ୍ରେମ କରୁଣାର ମୂର୍ତିମନ୍ତ ପ୍ରତୀକ ଥିଲେ ଭଗବାନ ତଥାଗତ ବୁଦ୍ଧ । ବର୍ତମାନ ବିଶ୍ୱରେ …

Read More »

ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ୨୬ରେ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )-ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଚଳିତ ମଇଁ ମାସ ୨୬ ତାରିଖ ସକାଳେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ କେୟାର ହସ୍ପିଟାଲର ମୁଖ୍ୟ ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗଦେଇ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ଥିର କରାଯାଇଛି । ଏଣୁ ଏହି ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିରରେ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ମୋବାଇଲ …

Read More »