Wednesday , February 8 2023
Breaking News

Recent Posts

ପଠାଣି ସାମନ୍ତ ଗଣିତ ମେଧାବୃତି ଛାତ୍ରକୁ ସମ୍ବର୍ଦ୍ଧନା

ରଘୁନାଥପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁରୋଜ ବୋଷ ୨୦୨୦-୨୧ବର୍ଷ ପାଇଁ ପଠାଣି ସାମନ୍ତ ଗଣିତ ମେଧାବୃତି ପାଇଛନ୍ତି । ଶ୍ରୀମାନ ସୁରୋଜ ପଂଚମ ଶ୍ରେଣୀ ବୃତି ପାଇଥିଲେ । ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସଭାପତି ପ୍ରଶାନ୍ତ ରାଉତ, ପ୍ରଧାନଶିକ୍ଷକ ରାଜକିଶୋର ଓଝା, ଶିକ୍ଷକ ଜୟପ୍ରକାଶ ପଣ୍ଡା, ନିର୍ମଳେନ୍ଦୁ ସୋମ, ସ୍ୱର୍ଣ୍ଣଲତା ସାହାଣି, ତାଙ୍କର ମାଆ ଜୟନ୍ତୀ ବୋଷ, ସୌଭାଗିନୀ ବେଉରା, ସୁଷମା ଦଳାଇ, ପ୍ରମୋଦିନୀ …

Read More »

ଘରେ ପସି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନାମୁଦି, ଚେନ୍ ଓ ମୋବାଇଲ ଲୁଟିନେଲେ ଦୁର୍ବୃତ

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଦିନ ଦି ପହରେ ଘରେ ପସି ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ । ଏଭଳି ଘଟଣା ଘଟିଛି ଜଗନ୍ନାଥନଗର ଲେନ୍ ନଂ- ୪ ରେ । ଘରେ ସ୍ୱାମୀ ନଥିବାବେଳେ ୨ ଜଣ ଦୁର୍ବୃତ ଘରେ ପସି ଗୀତାଂଜଳି ପାଲଟାସିଂ ନାମକ ମହିଳାଙ୍କ ହାତ, ଗୋଡ଼, ମୁହଁ ବାନ୍ଧିପକାଇ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ …

Read More »

ଭୁବନେଶ୍ୱରର ୫ଟି ସ୍ଥାନକୁ ବିଏମସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ଆଜି କରୋନା ଲମ୍ବ ଡ଼ିଆଁ ମାରିଛି । ଆଜି ୧୨୧୬ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସବୁଠାରୁ ଅଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୫ଟି ସ୍ଥାନକୁ ବିଏମସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହି ସ୍ଥାନରୁ ଏକାଧିକ କରୋନା ପଜିଟିଭ୍ କେସ୍ ବାହରି ଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଚାର୍ୟ୍ୟ ବିହାର ସାଇ …

Read More »