Friday , March 31 2023

Recent Posts

ଶ୍ରଦ୍ଧାଞ୍ଜଳି ବେହେରା ସରପଞ୍ଚ ନିର୍ବାଚିତ

ଜୁନାଗଡ଼ ,୦୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମହିଚାଲ ପଞ୍ଚାୟତର ସରପଞ୍ଚ ଭାବେ ଶ୍ରଦ୍ଧାଞ୍ଜଳି ବେହେରା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମେନକା କର ଙ୍କୁ ୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର ମହିଚାଲା ପଞ୍ଚାୟତରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରଦ୍ଧାଞ୍ଜଳି ବେହେରା ବିଜୟୀ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ …

Read More »

କଟକ ସଦର ଵ୍ଲକ ୭ ନମ୍ଵର ଯୋନର ଫଳାଫଳ,ଵିଜେଡିର ସୁଭଦ୍ରା ଦାସ ଜିଲ୍ଲା ପରିଷଦ ସଭ୍ୟା ଭାଵେ ଵିଜୟୀ

କଟକ ସଦର, ୦୧/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ପୁ ବେହେରା):କଟକ ସଦର ଵ୍ଲକ ୭ ନମ୍ଵର କିଶନନଗର ଜିଲାପରିଷଦ ଯୋନର ନିର୍ଵାଚନ ଫଳାଫଳ ଅନ୍ତିମ ପର୍ୟ୍ୟାୟ ଭୋଟ ଗଣତିର ସୋମଵାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟା ଭାଵେ ଵିଜେଡିର ସୁଭଦ୍ରା ଦାସ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଧରିଣା ପଞ୍ଚାୟତ ସରପଞ୍ଚ ଭାଵେ ରତ୍ନାକର ରାଉତ,ସମିତି ସଭ୍ୟା ସସ୍ମିତା ଦାସ,ଯଶପଡା ସରପଞ୍ଚ ଭୋଟ ସ୍ଥଗିତ ଥିବାବେଳେ ସମିତିସଭ୍ୟା ପୁଷ୍ପଲତା ପଣ୍ଡା,ଵାରଦା ପଞ୍ଚାୟତ ସରପଞ୍ଚ ଭାଵେ ନିରୋଜ ନଳିନୀ ଦାସ,ସମିତି ସଭ୍ୟା …

Read More »

ଦିବ୍ୟ ଶଙ୍କର ଦୀପ୍ ସରପଞ୍ଚ ନିର୍ବାଚିତ

 ଜୁନାଗଡ଼ ,୦୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବକ୍ସଇ ତୁଳସୀ ପାଳି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଦିବ୍ୟ ଶଙ୍କର ଦୀପ୍ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଧର୍ମ ଦୁର୍ଗା କୁ  ୯୫୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର  ପଞ୍ଚାୟତରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀ ଦୀପ୍ ବିଜୟୀ ହୋଇଛନ୍ତି । ସେ ତାଙ୍କ …

Read More »