Monday , June 5 2023
Breaking News

Recent Posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ରମବୀଙ୍କ ପ୍ରତିକ୍ରିୟା ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ-ଧର୍ମେନ୍ଦ୍ର ପ୍ରଧାନ

• ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ପ୍ରବନ୍ଧକ ମାନଙ୍କ ଠାରୁ ଏହା ମୋର ଅପେକ୍ଷା • ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ଥିବା ଭାରତ ସରକାରଙ୍କ ନିୟମକୁ ରାଜ୍ୟ ସରକାରମାନେ ପାଳନ କରିବା ଦରକାର ଅନୁଗୋଳ, ୧୪/୦୫/୨୦୨୨( ଓଡ଼ିଶା ସମାଚାର )- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । …

Read More »

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୪/୦୫/୨୦୨୨(ଓଡ଼ିଶା ସମାଚାର)  – କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗ କଟକର ନୂତନ ଡିସିପି  ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ,ସମ୍ପାଦକ ଶିଶିର ଲେଙ୍କା,ସହ ସମ୍ପାଦକ ଗଗନ ବିହାରୀ ପରିଡ଼ା,ହିରାଲାଲ ପଣ୍ଡା,ଚକ୍ରବର୍ତ୍ତୀ ଓତା,କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ,ସିଟୁ ନେତା ରବି ମଲ୍ଲିକ, ମନମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବାଦାମବାଡି ବସ ଷ୍ଟାଣ୍ଡରେ ବସ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା …

Read More »

ମାହାଙ୍ଗା ଥାନା ଅଧିକାରୀ ଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

 ମାହାଙ୍ଗା,୧୪/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ। ଚଢାଉ ପୂର୍ବରୁ ଖବର ପାଇ ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ସରକାରୀ ବାସଭବନକୁ ସିଲ୍ କରିବା ସହ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କାର୍ୟ୍ୟାଳୟରେ ହାଜିରା ହେବା ପାଇଁ ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କୁ ନୋଟିସଜାରି କରିଛି। ନିହାର ରଞ୍ଜନ ମହାନ୍ତି ଭିଜିଲାନ୍ସ …

Read More »