Sunday , October 1 2023

Recent Posts

କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ନିଖୋଜ

କଟକ ୩୧/୦୮/୨୦୨୨(ଓଡ଼ିଶା ସମାଚାର)- କୁଆଖାଇ ନଦୀରେ ବୁଡି ଦୁଇ ଯୁବକ ନିଖୋଜ । କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଉଦ୍ଧାର ପାଇଁ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ଖବର ଅନୁଯାୟୀ, ପାଞ୍ଚ ଯୁବକ ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଘଟିଛି ଏଭଳି ଅଘଟଣ । ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲେ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା …

Read More »

ଦୁଇ ବର୍ଷ ପରେ ବିଦ୍ୟାଳୟରେ ଗଣେଶ ପୂଜା ହେଲା,ହେଲେ ଭୋଜି ନହେଵାରୁ ପିଲା ଅସୁଖି

କଟକ ସଦର ୩୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କରୋନା ପାଇଁ ଦୁଇ ବର୍ଷ ହେଲା ବିଦ୍ୟାଳୟ ବନ୍ଦ ଥିଵାରୁ ନା ଗଣେଶ ପୂଜା ନା ସରସ୍ଵତୀ ପୂଜା ପିଲା କରିପାରିଥିଲେ।ହେଲେ କରୋନା ପରିସ୍ଥିତି ସ୍ବାଭାବିକ ହେଵାରୁ ସ୍କୁଲ ଖୋଲିଛି। ଦୁଇ ବର୍ଷ ପରେ ପିଲାଏ ଖୁସିରେ ସ୍କୁଲରେ ଗଣେଶ ପୂଜା କରି ଭୋଜି ଖାଇବାକୁ ଆଶା ରଖିଥିଵା ଵେଳେ ଅନେକ ବିଦ୍ୟାଳୟରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଭୋଜି ବନ୍ଦ ହେଵାର କାରଣ ସମ୍ପର୍କରେ ଜାଣିବାକୁ ଅନୁସନ୍ଧାନ କରିଵାରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ …

Read More »

ଦିନକ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ-

ଚଳଚଞ୍ଚଳ ଜୁନାଗଡ଼ ସହର- – ଜୁନାଗଡ଼,୩୧/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)-ଦିନକ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ ପାଳନ ପାଇଁ ଚଳଚଞ୍ଚଳ ହୋଇପଡିଛି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର । ନୂଆଁଖାଇ ପାଇଁ ଲଗ୍ନ ଦେଖାରୁ ଆରମ୍ଭ ହୋଇଯାଇଛି ରୀତିନୀତି । ମହିଳାମାନେ ନୂଆ ଧାନରେ ଚୁଡା, ଚୁନା ଓ ଖଇ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଘରେ ଘରେ ଲିପା ପୋଛା ଚାଲିଛି । ଜଙ୍ଗଲରୁ ଭିନ୍ନ …

Read More »