Friday , June 9 2023

Recent Posts

ତେଣ୍ଡାକୁଡ଼ା ଠାରେ ଜଲସା ‘ ତାହାଫୁଜେ ଖତମେ ନବୁଅତ୍ ’ 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )- ଇସଲାମ୍ ଧର୍ମରୁ କୁ ସଂସ୍କାର, ହିଂସା,ଅସୂୟା ଭାବ , ବିଦ୍ୱେଷ ଓ ଭିନ୍ନ ମତ ଦୂର କରିବା ପାଇଁ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ତେଣ୍ଡାକୁଡ଼ା ଜଲସା କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀ, ବିଦ୍ୱାନ, ପଣ୍ଡିତ, ସ୍ୱେଛାସେବୀ , ଲୋକ ପ୍ରତିନିଧି ଓ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ‘ତାହାଫୁଜେ ଖତମେ ନବୁଅତ୍’ ଶର୍ଷକ ଏକ ଜଲସା / ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜକ , ସମାଜ ସଂସ୍କାରକ …

Read More »

ତାରପୁର ରେ ଓଜନ ଉତ୍ସବ ପାଳିତ 

ତାରପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ରଘୁନାଥପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ତାରପୁର (କ) ଅଙ୍ଗନୱାଡ଼ି କେନ୍ଦ୍ରରେ ଓଜନ ଉତ୍ସବ ପାଳିତ ହୋଇ ଯାଇଛି । ଅଙ୍ଗନୱାଡ଼ି କର୍ମୀ ଝୁନୁପ୍ରିୟା ରାଉତ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଶ୍ରୀମତୀ ସୁଷମା ମଲିକ୍ , ସମିତି ସଭ୍ୟା ପୂଜାଲତା ଦାସ, ତାରପୁର ସେକ୍ଟର ସୁପରଭାଇଜର ଲିପ୍ସା ପ୍ରିୟଦର୍ଶିନୀ , କମ୍ୟୁନିଟି ହେଲ୍ଥ ସେଂଟର ଅଫିସର ସିପ୍ରା ମହାନ୍ତି, ଆଶା କର୍ମୀ ସାବିତ୍ରୀ ରାଉତ, ୱାର୍ଡ଼ ମେମ୍ବର ସରୋଜିନୀ ସାହୁ, ହେଲ୍ପର …

Read More »

ତାଳଦଣ୍ଡା କେନଲେ ରେ ନିମ୍ନ ମାନର ଗାର୍ଡ଼ ୱାଲ କାର୍ଯ୍ୟ , ତଦନ୍ତ ପାଇଁ ଦାବି

ତାରପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ମହାନଦୀ ସାଉଥ୍ ଜଳସମ୍ପଦ ବିଭାଗ କିଶନନଗର ସବ ଡ଼ିଭିଜନ୍ କୂଳସାହି କନିଷ୍ଠ ଯନ୍ତ୍ରୀ ଅଧିନରେ କୂଳସାହି ଠାରେ ତାଳଦଣ୍ଡା କେନାଲ ମଧ୍ୟରେ ଚାଲିଥିବା ଗାର୍ଡ଼ ୱାଲ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଅଛି । ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୦୦ ମିଟର ଲମ୍ବ ଏହି ଗାର୍ଡ଼ ୱାଲ ରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ କୌଣସି ସୂଚନା ଫଳକ ନଥିବାବେଳେ ୨୦ ସାଇଜ ମେଂଟାଲ ସ୍ଥାନରେ ୪୦ ଓ ୬୦ ସାଇଜ ର ମେଂଟାଲ …

Read More »