Monday , June 5 2023
Breaking News

Recent Posts

ରକ୍ତଦାନ ସେବା ମାଧ୍ୟମରେ ସମାଜସେବୀ ଦଂପତି ପାଳିଲେ ଦ୍ଵିତୀୟ ବିବାହ ବାର୍ଷିକ ଉତ୍ସବ  

କଟକ,୧୬/୦୫/୨୦୨୨(ଓଡ଼ିଶା ସମାଚାର) – ସମାଜସେବାର ବାସ୍ତବତାକୁ ବୁଝି  ନିଜକୁ ନିୟୋଜିତ କରିଥିବା ଯୁବ ସୁଲଭ ପ୍ରତିଭା  ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ (ବିସିଟି) ଜଟଣୀ ଶାଖା ସଂଯୋଜକ ତଥା ତିରିମଲ ପଞ୍ଚାୟତ ବାସିନ୍ଦା ସମାଜସେବୀ ବାଳକୃଷ୍ଣ ମଣ୍ଡଳ ଏବଂ ଧର୍ମପ୍ରାଣା ପୁଷ୍ପାଞ୍ଜଳୀ ମଣ୍ଡଳ ଦମ୍ପତି ତାଙ୍କ ପ୍ରଥମ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ,ନାଟ୍ୟକାର ଅଶୋକ …

Read More »

କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା  ପ୍ରତାପ ରାୟଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ କୁମାର ରାୟଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଗରାପୁରସ୍ଥିତ ଗୋପାଳଜୀଉମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଡଃ. ସର୍ବେଶ୍ୱର ସେଣ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ରାୟ କେନ୍ଦ୍ରାପଡା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ । ସେ …

Read More »

ସି. ପି. ଆଇ. ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି .ପି. ଆଇ.)ର ପରିବର୍ଦ୍ଧିତ ବୈଠକ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦେଶ ପାଇଁ ଶହୀଦ ହୋଇଥିବା ବଳିୟାନ  ସାଥିଙ୍କ ଉଦ୍ଧେଶ୍ୟରେ ୨ ମିନିଟ ନୀରବ  ଶ୍ରଦ୍ଧାଞ୍ଜଳୀ ଅର୍ପର୍ଣ ପରେ  ପାର୍ଟିର ଜିଲ୍ଲା ସମ୍ପାଦକ  ସାଥି ରମଣୀ ରଞ୍ଜନ ରାଉତରାୟ ବିଗତ ଦିନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ ସହିତ ଆଗାମୀ ଦିନରେ ଜିଲ୍ଲାର ପ୍ରକୃତ ବିକାଶ ପାଇଁ ସି. ପି. ଆଇ. …

Read More »