Saturday , June 19 2021
Breaking News

Recent Posts

  ଉଚ୍ଚ ଅଧିକାରୀ ସ୍ତରରେ ଅଦଳ ବଦଳ – ସମର୍ଥ ବର୍ମା କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ନିଯୁକ୍ତ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟ ସରକାର ଶୁକ୍ରବାର  ଉଚ୍ଚସ୍ତରର ଅଧିକାରୀଙ୍କ  ମଧ୍ୟରେ  ଏକ ଅଦଳ ବଳଦ କରିଛନ୍ତି । ଏହି ଅଦଳ ବଦଳରେ କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲା ଙ୍କୁ ବଦଳି କରାଯାଇ ସାମଜୀକ ସୁରକ୍ଷା ଓ ମିଶନ ଶକ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି  ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଛି । ସେହିପରି ଅର୍ଚ୍ଚନା ପଟ୍ଟନାୟକ …

Read More »

ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ ବିଜେଡ଼ିର ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ନିର୍ବାଚନ ହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ ବିଜେଡ଼ିର ରାଜ୍ୟ ସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡ଼ି ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ତିନି ଜଣଙ୍କ ନାମ ଘୋଷଣା କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ଏହି ତିନିଜଣ ପ୍ରାର୍ଥୀ ଜିତିବା ନିଶ୍ଚିତ । ତେଣୁ …

Read More »

ସଂକ୍ଷେପରେ ତାଜା ଖବର : ସଡ଼କ ଦୂର୍ଘଟଣାରେ ମା ଓ ନବଜାତକ ମୃତ, ଆଶାକର୍ମୀ ସମେତ ୪ ଗୁରୁତର ଆହତ

କେନ୍ଦ୍ରାପଡ଼ା,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ସଡ଼କ ଦୂର୍ଘଟଣାରେ ମା ଓ ନବଜାତକ ମୃତ୍ୟୁ ବରଣ କରିଥିବାବେଳେ ଆଶାକର୍ମୀ ସମେତ ୪ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତେରଗାଁ ପାଟଣା ଗାଁ ର ମାନିନୀ ମଲିକ ଜିଲା …

Read More »