Thursday , December 1 2022
Breaking News

Recent Posts

ବାଲିଆ ବାଣ ବିସ୍ପୋରଣ ଘଟଣା: ଆଉ ଜଣଙ୍କ ମୃତୁ୍ୟକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ୪ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯିବ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିଆ ବାଣ ବିସ୍ପୋରଣ ଘଟଣାରେ କଟକ ବଡ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ଅନ୍ୟ ଜଣେ ପଡିତଙ୍କ ମୃତୁ୍ୟ ହୋଇଯାଇଛି । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ପିନ୍ଟୁ ଖାନ(୨୨) । ସେ ବିସ୍ପୋରଣରେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାର ଆଇ.ସି.ୟୁ.ରେ ଚିକିତ୍ସିତ ହେଉଥିଲେ । ସଙ୍କଟାପନ୍ନ ଅବସ୍ଥାରେତାଙ୍କୁ ଭେଂଟିଲେଟରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଶୁକ୍ରବାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ …

Read More »

ରାଂଚିର ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ପ୍ରତାପ ସାହୁ ସମେତ ୧୬ଜଣ ପ୍ରତିନିଧି ମଣ୍ଡଳୀ ଯୋଗଦେଲେ

ଭୁବନେଶ୍ୱର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ଉଠାଦୋକାନୀ ଫେଡ଼େରେସନ (ଏନ୍ଏଚ୍ଏଫ) ତରଫରୁ ଭାରତର ୨୮ଟି ରାଜ୍ୟର ଉଠାଦୋକାନୀ ପ୍ରତିନିଧି ସମତେ ବାଂଲାଦେଶ, ଫିଲିପାଇନ୍ସ, ନେପାଳ, ଶ୍ରୀଲଙ୍କା ଦେଶର ଉଠାଦୋକାନୀ ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ପ୍ରତିିନିଧି ମିଲନ ପାଇକରାୟ, ବିଏମସିର ପୂର୍ବତନ କର୍ପୋରେଟର କୋଦରନାଥ ରାଉତ ଯୋଗ ଦେଇ ଓଡ଼ିଶାରେ ରାଜ୍ୟ ସରକାର କରିଥିବା ଉଠାଦୋକାନୀ ଥଇଥାନ ଯୋଜନା ଭୁବନେଶ୍ୱରରେ ତିଆରି କରାଯାଇଥିବା ଭେଣ୍ଡିଂଜୋନ ସମ୍ବନ୍ଧରେ ବିବରଣୀ ରଖିବା ସହ ମୁକ୍ତା ଯୋଜନାରେ ଉଠାଦୋକାନୀ …

Read More »

ମାନବିକତା ଦେଖାଇଲେ ମୋହନ

ଯାଜପୁର , ୨୮/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)-ଏହି ଦୃଶ୍ୟଟି ହେଉଛି ୫୩ନ ରାଜପଥ ଡୁବୁରୀ ଠାରୁ ଚଣ୍ଡିଖୋଲ ର ଏକ ମାର୍କେଟ ଠାରେ । ଜଣେ ମାନସିକ ବିକାର ଗ୍ରସ୍ତ ଲୋକ କୁ ସଫା କରି , ପୋଷାକ ପିନ୍ଧାଇ ଦେଉଛନ୍ତି ମୋହନ । ଖାଲି ସେତିକି ନୁହଁ ଏହି ରାସ୍ତାରେ ପ୍ରତିଦିନ ବହୁ ଅସହାୟ ଲୋକଙ୍କୁ କମ୍ବଳ ମଧ୍ୟ ପ୍ରଦାନ କରନ୍ତି ମୋହନ । ମୋହନ ମହାରଣା ନିଜର ଦୋକାନ ରୁ କାର୍ୟ ସରିବା ପରେ ଆରମ୍ଭ କରିଦିଅନ୍ତି ସାମାଜିକ ସେବା …

Read More »