Thursday , December 1 2022
Breaking News

Recent Posts

ରାଜ୍ୟସ୍ତରୀୟ ସଂସ୍କୃତ ସମ୍ମିଳନୀରେ ପଣ୍ଡିତ କୃପାସିନ୍ଧୁ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

 ନିରାକାରପୁର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ସଂସ୍କୃତ ସମ୍ମିଳନୀ ବୈଦିକ ସଂସ୍କୃତି ପରିଷଦ, ନଟବରପୁର ଶାସନ, ଖଣ୍ଡପଡ଼ା, ନୟାଗଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ସଂସ୍କୃତ ପଣ୍ଡିତ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଦେଈ ସମ୍ବର୍ଦ୍ଧିତ କରାଯାଇଛି। ଦିବ୍ୟସିଂହପୁର ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଅଧ୍ୟକ୍ଷ ଡଃ କୃପାସିନ୍ଧୁ ପଣ୍ଡାଙ୍କୁ ଭାରତର ବହୁ ମାନ୍ୟଗଣ୍ୟ ମୂର୍ଦ୍ଧନ୍ୟ ବିଦ୍ୱାନ ମାନଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ,ଉପଢୌକନ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Read More »

ଜିଲ୍ଲା ସ୍ତରୀୟ କେନ୍ଦରା ମହୋତ୍ସବ-୨୦୨୨

କେନ୍ଦ୍ରାପଡ଼ା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବୁଡିଯାଉଥିବା ଲୋକକଳାର ପୁନଃରୁଦ୍ଧାର ନହେଲେ କଳା ସଂସ୍କୃତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ନାଥ ସମ୍ପ୍ରଦାୟ ଲୋକମାନେ କେନ୍ଦରା ବଜାଇ ଗାଁ ଗାଁ ଟିକା ଗୋବିନ୍ଦଚନ୍ଦ୍ର ଗାଇ ଲୋକକଥା ତଥା ସଂସ୍କୃତ ଓ ପରମ୍ପରାକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର କରୁଥିବା କଥା ଅବଧୂତ ଆଡୋହି ମଠର ବାବା ବିଶ୍ୱନନ୍ଦ ଦାସ ମୁଖ୍ୟ ଅତିଥି ଭାବରେଭେଯାଗଦେଇ ମତବ୍ୟକ୍ତ କରିଥିଲେ । ସାଇନାଥ କଳା ପରିଷଦ, ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବରେ ଏକଥାକୁ ଚିନ୍ତାକରି କେନ୍ଦ୍ର …

Read More »

କେନ୍ଦ୍ରାପଡା କଲେଜ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ- ୨୦୨୨ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମେଜର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା, ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ବିନ୍ଦୁମିତ୍ର ବଳ, କର୍ଣ୍ଣେଲ ଚକ୍ରଧର ସାହୁ, ମେଜର ଡଃ. ପୀତବାସ ମହାନ୍ତି, ମେଜର ଜ୍ୟୋସ୍ନାମୟୀ ସାହୁ, ସାମାଜିକ କର୍ମୀ ଅଭିମନୁ୍ୟ …

Read More »