ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର …
Read More »ମଞ୍ଚ ଅଭିନେତା ରାମ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ
ମାହାଙ୍ଗା , ୦୭/୦୩/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବନଗୁରିଆ ଗ୍ରାମର ଏକ ଅଭାବୀ ପରିବାରରେ ଜନ୍ମନେଇ, ପିଲାଟି ଦିନରୁ ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଓ ସୁଆଙ୍ଗରେ ଚମତ୍କାର ଅଭିନୟ କରି ଅନେକ ସଫଳତା ପାଇଥିବା ବର୍ଷିଆନ ମଞ୍ଚ କଳାକାର ରାମଚନ୍ଦ୍ର ଦାସଙ୍କ ଦ୍ଵାଦଶାହ ତିଥିରେ ତାଙ୍କ ବାସଭବନରେ ପହଂଚିଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିଣତ ବୟସରେ ରାମଚନ୍ଦ୍ରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ …
Read More »