Thursday , December 1 2022
Breaking News

Recent Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଓଢ଼ଣୀ ଷଷ୍ଠୀ

ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହୁଏ ଶ୍ରୀମନ୍ଦିରରେ ପବିତ୍ର ଓଢ଼ଣୀ ଷଷ୍ଠୀ ଯାତ୍ରା । ମହାପ୍ରଭୁଙ୍କର ମାନବୀୟ ଲୀଳା ଖେଳର ଅଂଶ ବିଶେଷ ପ୍ରବରଣ ବା ଓଢଣୀ ଷଷ୍ଠୀ ନୀତି । ଶୀତରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଏହି ଦିନ ଠାରୁ ଘୋଡାଲାଗି କରାଯାଏ । ସପ୍ତାହକୁ ସାତ ରଙ୍ଗର ଘୋଡାଲାଗି ହୋଇଥାଏ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଥାଏ । …

Read More »

ବ୍ରହ୍ମାକୁମାରୀଜ୍ ଓମ୍ ନିବାସ ତରଫରୁ ଦିବ୍ୟ ମହାକୁମ୍ଭ ମେଳାର ତୃତୀୟ ଦିବସରେ ଆଇନ୍ ଜୀବୀ ସମ୍ମିଳନୀ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ଭୁବନେଶ୍ୱର ତରଫରୁ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ୱରଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରହ୍ମାକୁମାରୀଜ୍ ଦ୍ୱାରା ଆୟୋଜିତ “ଦିବ୍ୟ ମହାକୁମ୍ଭ” (ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ମହାସଂଗମ…) ମେଳାର ତୃତୀୟ ଦିବସରେ ବ୍ୟବସାୟ ଓ ଶାସକ ବର୍ଗଙ୍କ ସମ୍ମିଳନୀ, ବିଷୟ – “ସୁସ୍ଥ ଚିନ୍ତାଦ୍ୱାରା ସୁସ୍ଥ ଫଳର ପ୍ରାପ୍ତି” ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଦୀପ ପ୍ରଜ୍ଜ୍ୱଳ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ସେବା …

Read More »

ମୃଦୁ ଗୁଞ୍ଜନର ସପ୍ତରଙ୍ଗ ଉଦଯାପିତ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ମୃଦୁ ଗୁଞ୍ଜନ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ସପ୍ତରଙ୍ଗ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ୪ ଘଟିକାରୁ ମୃଦୁ ଗୁଞ୍ଜନର ଛୋଟ ଛୋଟ ପିଲାଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥି ଭାବେ ଗୁରୁ ବିଜୟ କୁମାର ଦାସ, ଗୁରୁ ବିଜୟ କୁମାର ସାହୁ, ଗୁରୁ ଶ୍ରୀମତୀ ମମତା ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପରେ ପରେ ୬.୩୦ ମିନିନଟ …

Read More »