Thursday , March 30 2023
Breaking News

Recent Posts

ରଙ୍ଗର ପର୍ବ ହୋଲିରେ ଗୋଷ୍ଠୀ ସଂଘର୍ଷ., ୨ ଗୁରୁତର..୫ ଆହତ….

ନିରାକାରପୁର, ୧୦/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସରସ୍ୱତୀ ନଗରରେ ଚିଲିକାରେ ମାଛ ମାରିଵାକୁ କରିବାକୁ ନେଇ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ସରସ୍ୱତୀ ନଗର ଓ ପୁରୀ ଜିଲା ଗଡିଶା ଗଦା ଥାନା ଗଂଗାଧର ପୁର ଗ୍ରାମର ଲୋକ ମାନଙ୍କ ମଧ୍ୟ୍ୟରେ ବାଦ ବିବାଦ ଲାଗି ରହିଥିଲା।ଏହି ଘଟଣା ବିଭିନ୍ନ ସମୟରେ ଉଗ୍ରରୁପ ଧାରଣ କରିଥିଲା।ତେବେ ଖୋର୍ଦ୍ଧା ଓ ପୁରୀ ଜିଲା ପୋଲିସ୍ ଓ ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ କରାଯାଇଥିଲା।ତେବେ ହୋଲିରେ ସରସ୍ୱତୀ ନଗରର ଯୁବକ.ମାନେ ହୋଲି ଖେଳି …

Read More »

ଧାରୁଆ ଅସ୍ତ୍ରରେ ଦଦାଙ୍କୁ ପୁତୁରାର ମରଣାନ୍ତକ ଆକ୍ରମଣ

ବାଲିଗୁଡ଼ା, ୧୦/୦୩/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି ବ୍ଲକ ବୁଡାଙ୍ଗପିପିଲି। ନହୁ ସକାଳୁ ସ୍କୁଲକୁ ବାଇକ ଯୋଗେ ଯିବା ବେଳେ ତାଙ୍କ ସମ୍ପର୍କୀୟ ସାନ ପ୍ରଧାନ ତାଙ୍କ ସହ ରାଣିପାଙ୍ଗାରେ ମୋର କାମ ଅଛି ତୁମ ସହ ଯିବି …

Read More »

ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଲକ୍ଷ୍ମୀପୁର, ୦୯/୦୩/୨୦୨୩ (ଓଡ଼ିଶା ସମାଚାର/ ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ସ୍ଥାନିୟ ସ୍ଵୟଂ ସହାୟକ ତାଲିମ ଗୃହ ଠାରେ ଆନ୍ତର୍ଜାତିୟ ମହିଳା ଦିବସ ପାଳନ ହୋଇଥିଲା।ସିଡିପିଓ ପାର୍ବତୀ ଆଚାରୀଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା,ସମାନୀତ ଅତିଥି ଭାବେ ବିଡିଓ ପ୍ରୀତିରଞ୍ଜନ ରଥ,ଉପାଧ୍ୟକ୍ଷା ଆରତୀ କୁଲଦିପ ଯୋଗ ଦେଇ ଶ୍ରୀଗଣେଷଙ୍କ ମୁର୍ତ୍ତି ଆଗରେ ଧୁପ ଦୀପ ଦେଇ ପୁଜାର୍ଚନା କରିବା ପରେ …

Read More »