Thursday , December 1 2022
Breaking News

Recent Posts

ବାଲ୍ୟ ବିବାହ ନିରୋଧ ଟାସ୍କପୋଂର୍ସର ଜିଲ୍ଲା ସ୍ତରୀୟ ବୈଠକ

ଯାଜପୁର, ୩୦/୧୧/୨୦୨୨(ଓଡ଼ିଶା ସମାଚାର)-ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ପାଇଁ ଜିଲ୍ଲା ସ୍ତରୀୟ ଟାସ୍କପୋଂର୍ସ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଷୟ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବ୍ଳକ ଓ ପଂଚାୟତ ସ୍ତରୀୟ ଟାସ୍କପୋଂର୍ସ ଗଠନର ଅଗ୍ରଗତି ଓ କାର୍ଯ୍ୟକାରୀତା ଉପରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ବ୍ଳକ …

Read More »

ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ନିର୍ବାଚନ ଓ ୫୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୨୨-୨୫ ଅବଧି ପାଇଁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଏବଂ ସାଧାରଣ ସମ୍ପାଦକ ନର୍ବାଚନ ପ୍ରକ୍ରିୟା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନର୍ମଳ କୁମାର ମିଶ୍ରଙ୍କ ତତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଗ୍ରୀନ କୋର୍ଟୟାର୍ଡ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଶ୍ରୀ ପି. ସତ୍ୟନାରାୟଣ (୧୫୯ଖଣ୍ଡ) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ଦେବବ୍ରତ ଦାସ (୯୩ ଖଣ୍ଡ)ଠାରୁ ୬୬ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି …

Read More »

ପୁଣି ଭ୍ରୁଣ ହତ୍ୟା ଖବର ସମସ୍ତଙ୍କୁ ଚମକାଇ ଦେଇଛି..

ଟାଙ୍ଗୀ, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଟାଙ୍ଗୀ ଥାନା ହାଟ ବରଡି ଗ୍ରାମ ନିକଟରେ ଏକ ଧାନ ଵିଲରୁ ଏଖ ଶିଶୁ ପୁତ୍ର ର ଭ୍ରୁଣ ଠାବ ହୋଇଛି । ଭ୍ରୁଣଟି ଏକ ଶିଶୁ ପୁତ୍ର ର ହୋଇଥିବା ଜଣା ପଡିଛି । ଓଜନ ପ୍ରାୟ ୨୦୦ ଗ୍ରାମ ହେବ ବୋଲି ଜଣା ପଡିଛି । ଠାବ ହୋଇଥିବା ଶିଶୁ ପୁତ୍ର ର ଭ୍ରୁଣକୁ କେହି ଏକ ପେଟି ମଧ୍ୟରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଅବାଂଛିତ ମାତ୍ରୁତ୍ୱକୁ ଲୁଚାଇବା ପାଇଁ କେହି ଫୋପାଡି ଦେଇଥିବା …

Read More »