ପୋଖରୀ ରେ ବୁଡି ନାବାଳିକା ଦୁଇ ଭଉଣୀ ଙ୍କ ଶୋଚନୀୟ ମୃତ୍ୟୁ
ନିଶ୍ଚିନ୍ତକୋଇଲି, ୨୫/୧୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) – ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଦୁଃଖଦ ମୃତ୍ୟୁଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ବନମାଳୀପୁର ଗାଁ ର ୧୬ ନମ୍ବର ଓ୍ୟାର୍ଡ ରେ। ଏହି ଗାଁ ର ସତ୍ୟ ସୁନ୍ଦର ପଣ୍ଡା ଙ୍କ ବଡ଼ଝିଅ ୯ ବର୍ଷ ଓ ସାନ ଝିଅ ୫ ବର୍ଷର ଖେଳୁଥିବା ବେଳେ ପୋଖରୀ ରେ ପଡ଼ି ଯାଇଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ …
Read More »