Saturday , July 31 2021
Breaking News

Blog Layout

ବଂଶଧାରା ଜଳ ବିବାଦ: ୩ ସପ୍ତାହରେ ମତାମତ ଦେବାକୁ କେନ୍ଦ୍ର -ଆନ୍ଧ୍ରକୁ ନୋଟିସ୍

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ବଂଶଧାରା ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ମଙ୍ଗଳବାର ଶୁଣାଣି କରିଛନ୍ତି । କେନ୍ଦ୍ର – ଓଡିଶା – ଆନ୍ଧ୍ର ମିଳିତ ସର୍ଭେ ପାଇଁ ଓଡିଶା ଅମଙ୍ଗ ହେବାରୁ ତା ଉପରେ ମତାମତ ଦେବାପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ରକୁ ଟ୍ରିବ୍ୟୁନାଲ ନୋଟିସ୍ ଜାରୀ କରିଛନ୍ତି । ୩ ସପ୍ତାହ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ଖବର : ମନ୍ତ୍ରୀ ପରିଷଦ ବୈଠକ ଆଜି

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ଏକ ବୈଠକ ବସିବ । ଆଜି ପୂର୍ବାହ୍ନ ୧୧ଟା ୪୫ ରେ ରାଜ୍ୟ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଓଡ଼ିଶା ସମାଚାର

Read More »

କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)-  କେନ୍ଦ୍ରସରକାରଙ୍କର ଜିଏସଟି ଓ ପ୍ରତିକୂଳ ପାଣିପାଗ ପ୍ରଭାବ ଜନିତ କ୍ଷତି ପାଇଁ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି ।   ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଉକ୍ତ ନିଷ୍ପତି ଅନୁଯାୟୀ କେନ୍ଦୁପତ୍ର ତୋଳାଳୀଙ୍କୁ ଦିଆଯାଉଥିବା ୧୦୦ ପ୍ରତିଶତ …

Read More »

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ବାଳକ ମୃତ

ବାଲେଶ୍ୱର,୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡିହି ପଂଚାୟତ ଅନ୍ତର୍ଗତ ବଳରାମପାଟଣା ଗ୍ରାମରେ  । ସୂଚନା ଅନୁଯାୟୀ, ଗତକାଲି ବଳରାମପାଟଣା ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟାଇଥିଲେ  । ତନ୍ମଧ୍ୟରୁ ଗୋଟିଏ ବାଣ …

Read More »

ଶେଷ ଇଛା (କବିତା)   –    ସ୍ୱପ୍ନା ପଟ୍ଟନାୟକ

କହିରଖୁଛି ମୁଁ ମୋ ସମାଧି ପାଶେ        ପ୍ରଦୀପ ବି ଜାଳିବନି             ଲୁହ ଟିକେ ଢାଳିବନି ନିଜକୁ ଜାଳି କି ଜଳୁଛି ଆଜି ମୁଁ           ଝୁରେ ଖାଲି ତୁମ ପାଇଁ                 ସ୍ମୁତି ଛୁଏଁ କୋହ ହୋଇ ମୋ ଜୁଇ ପାଖରେ  ବସିଯିବ ଥରେ          ଶେଷ ପ୍ରୀତି ଛୁଆଁ ଦେଇ                 ଅବ୍ୟକ୍ତ ଲୁହ ଝରାଇ ଆର ଜନମକୁ ଚାହିଁଥିବି ପ୍ରିୟା          କୋଟିଏ ଦୀପାଳି …

Read More »

ସେସୁ କର୍ମଚାରୀଙ୍କ ଦରମା ବନ୍ଦ ଯୋଗୁଁ  ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଧାରଣା

କେନ୍ଦ୍ରାପଡା ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସେସୁ ଡିଭିଜନର ଜନୈକ କର୍ମଚାରୀଙ୍କ ଦରମାକୁ ଦୀର୍ଘଦିନ ଧରି ବନ୍ଦ କରିଦିଆଯାଇଥିବାରୁ ସେହି କର୍ମଚାରୀଙ୍କ ପରିବାରଟି ଅତ୍ୟନ୍ତ ହିନସ୍ତା ଭାବରେ କାଳାତିପାତ କରୁଛନ୍ତି । ଏହାର ପ୍ରତିବାଦରେ ସେହି କର୍ମଚାରୀଙ୍କ ସପରିବାର ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସେସୁ ଡିଭିଜନର କର୍ମଚାରୀ ବସନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି ଯେ …

Read More »

ସ୍ଥାଇ ଘରଡିହ ଜମିପଟା ଦାବିରେ ବସ୍ତିବାସିନ୍ଦାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡା ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍ଥାୟୀ ଘରଡିହ ଜମିପଟ୍ଟା ଦାବିକରି ବସ୍ତିବାସିନ୍ଦାମାନେ ମଙ୍ଗଳବାର ପୁର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବାର ଦେଖାଯାଇଥିଲା ।  ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସର୍ମିଷ୍ଟା ମାହାଳି ଘଟଣାସ୍ଥଳକୁ ଆସି ଧାରଣାକାରିଙ୍କ ସହିତ ଆଲୋଚନା  କରିବା ସହ ଦାବିପତ୍ର ଗ୍ରହଣ କରି ସେମାନଙ୍କ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଘେରାଉ ପ୍ରତ୍ୟାହୃତ …

Read More »

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ୧୩ବର୍ଷ ପରେ ଅଭିଯୁକ୍ତଙ୍କୁ ୨ବର୍ଷ ୫ମାସ ଜେଲଦଣ୍ଡାଦେଶ

କେନ୍ଦ୍ରାପଡା ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ ୨୦୦୬ମସିହାରେ ଜନୈକ ବିବାହିତା ମହିଳାଙ୍କୁ ଏକୁଟିଆ ପାଇ ତାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଓ ତାଙ୍କୁ ତଂଟିଚିପି ଜୀବନରରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତ ଯୁବକକୁ ଘଟଣାର ୧୩ବର୍ଷପରେ ୨ବର୍ଷ ୫ମାସ ଜେଲ ଦଣ୍ଡାଦେଶ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନୂଆଗାଁ  ଗ୍ରାମର ମହେଶ୍ୱର …

Read More »

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ନୂତନ ନିଯୁକ୍ତି, ଉଦ୍ୟୋଗକାରି ଏବଂ ଉଦ୍ୟୋଗ  ସୃଷ୍ଟି କରିବା ଲକ୍ଷ ଅଟେ । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର  ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ  ନିଜର କାର୍ଯ୍ୟ ଆରମ୍ଭ କରିବା …

Read More »

ପାଟକୁରାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ପାଟକୁରା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀର ପାଟକୁରା ପଂଚାୟତରେ ୧ମ ପର୍ଯ୍ୟାୟରେ ବୁଧବାର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦଳର ଛାମୁଆଁ କର୍ମମର୍ତାମାନଙ୍କ ଉପସ୍ଥିତିରେ ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମଠ ପରିସରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଟକୁରା ପଂଚାୟତର ଦଳୀୟ ପର୍ଯ୍ୟବେକ୍ଷକ ଦାଇତ୍ୱରେ ରହିଥିବା କୋରେଇର ବିଧାୟକ ଅଶୋକ କୁମାର …

Read More »