Sunday , October 1 2023

Blog Layout

ଜୟପାଟଣା ଅବକାରୀ ବିଭାଗର ବଡ଼ ସଫଳତା ମାରାଥନ ଚଢାଉ କରି  ୯୬ ଲିଟର ମୃତ  ସଞ୍ଜିବନୀ ବୋତଲ ଜବତ କରିବା ସହ ୪ ଜଣ ଗିରଫ

କଳାହାଣ୍ଡି, ୦୮/୦୯/୨୦୨୩ (ଓଡ଼ିଶା ସମାଚାର/ସଂଜୟ ସିଂହ)-  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ  ଜୟପାଟଣା ଥାନା ଅନ୍ତର୍ଗତ ଏକତାଗୁଡା , ଜୟପାଟଣା, ଚିଚେଗୁଡା , ଜୁନାପାଣି ଅଞ୍ଚଳରେ ଗତ କାଲି ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଦ୍ଵାରା ଅଚାନକ ଚଢାଉ କରାଯାଇ  ୨୫୭ ଟି ମୃତ ସଞ୍ଜିବନୀ ବୋତଲ ଜବତ କରାଯାଇଛି । ୯ ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୯୬ ଲିଟର ମୃତ ସଞ୍ଜିବନୀ ବୋତଲ କୁ ଜବତ କରାଯାଇଛି । ଏ ବାବଦରେ ୪ ଜଣଙ୍କୁ ଗିରଫ କରାଯାଇଛି । ଔଷଧ …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ

ଅଟୋନୋମି ଟିମ ଗସ୍ତର ୮ଦିନ ପୂର୍ବରୁ ୭୧ଲକ୍ଷ ବ୍ୟୟ ଦର୍ଶାଇ ହରିଲୁଟ ଅଭିଯୋଗ କେନ୍ଦ୍ରାପଡ଼ା, ୦୮/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ କଲେଜ ଅର୍ଥ ହରିଲୁଟ ହୋଇଥିବା ଘଟଣା ପଦାକୁ ଆସିବାରେ ଲାଗିଛି । ପୂର୍ବରୁ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ପ୍ରାୟ ୩୦ଲକ୍ଷ ଟଙ୍କା ହରିଲୁଟ ହୋଇଥିବା, ଚାରା ରୋପଣରେ ୫ହଜାରକୁ ୪୦ହଜାର ଦର୍ଶାଇ ୩୫ହଜାର ଟଙ୍କା ହଡପ କରାଯାଇଥିବା ବେଳେ,ଗାନ୍ଧୀ ଭବନ ଉଦଘାଟନୀ ଉତ୍ସବରେ ୨ଲକ୍ଷ ଟଙ୍କା ମିଥ୍ୟା ବିଲ କରାଇନେବା …

Read More »

୧୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ

୨୪ ରୁ ୨୬ ମେଲଣ – ୧୭ ରୁ ୨୭ ବାଣିଜ୍ୟ ମେଳା,୨୭ ରେ ମିଳିତ ଭସାଣି ଭୁବନ ୦୮/୦୯/୨୦୨୩ (ଓଡ଼ିଶା ସମାଚାର)-ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନ ଏନ୍ ଏ ସି ସଭାଗୃହରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ,ପୋଲିସ ଏସ ଆଇ ମୀନକେତନ ପ୍ରଧାନ, ଅଗ୍ନିଶମ ଅଧିକାରୀ …

Read More »

ସାଙ୍ଗାନା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ ଅବସରରେ ନବ ଭାରତ ସାକ୍ଷରତା ଅଭିଯାନ

ଲକ୍ଷ୍ମୀପୁର ୦୮/୦୯/୨୦୨୩ (ଓଡ଼ିଶା ସମାଚାର ପ୍ରମୋଦ କୁମାର ଜେନା) – ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଆଜି ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ପ୍ରିୟମ୍ବଦା …

Read More »

ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, ୦୮/୦୯/୨୦୨୩ (ଓଡ଼ିଶା ସମାଚାର)- ବିଶ୍ୱ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ନଗର ପରିକ୍ରମା, ସଙ୍କୀର୍ତନ, ବୃକ୍ଷରୋପଣ, ଗଗନ ଆଚାର୍ଯ୍ୟଙ୍କ ଦ୍ୱାରା ରୁଦ୍ରାଭିଷେକ ଓ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଭଜନ ପରିରେଷଣ କରାଯାଇଥିଲା । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଶିବାନନ୍ଦ …

Read More »

ସୁଜନପୁର  ଗ୍ରାମପଂଚାୟତରେ  କେନ୍ଦ୍ରୀୟ ଦଳ ପକ୍ଷରୁ ସ୍ୱଚ୍ଛ ସର୍ଭେକ୍ଷଣ ଗ୍ରାମୀଣ ସର୍ଭେ

ଯାଜପୁର, ୦୮/୦୯/୨୦୨୩ (ଓଡ଼ିଶା ସମାଚାର)- ଏହି ଜିଲ୍ଲାର ଯାଜପୁର  ବ୍ଲକ ବରୀନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁଜନପୁର  ଗ୍ରାମ ପଂଚାୟତରେ  କେନ୍ଦ୍ରୀୟ ଦଳ ପକ୍ଷରୁ ସ୍ୱଚ୍ଛ ସର୍ଭେକ୍ଷଣ ଗ୍ରାମୀଣ ସର୍ଭେ ୨୦୨୩ ଆରମ୍ଭ ହୋଇଅଛି। ସର୍ଭେକ୍ଷଣ ଦଳରେ  ଥିବା ସଦସ୍ୟମାନେ ସୁଜନପୁର  ଗ୍ରାମ ପଂଚାୟତରରେ ଥିବା  ସୁଜନପୁର, ଦୁର୍ଗାପୁର, କାଶୀପୁର, ହସନପୁର ଗ୍ରାମକୁଯାଇ ସର୍ଭେ କରିଛନ୍ତି ଓ  ସେମାନେ ଏହି ୪ଟି ଗ୍ରାମରେ ସ୍ୱଛତା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକରି କରାଯାଇଥିବା ବିଭିନ୍ନ ଯୋଜନାଗୁଡିକର ସ୍ଥିତି ପରଖିବା ସହ ଗ୍ରାମବାସୀଙ୍କୁ ନାନା ପ୍ରଶ୍ନ ପଚାରି ବୁଝିଛନ୍ତି । …

Read More »

ବିଜେପି ପକ୍ଷରୁ ପଂଚାୟତ କାର୍ଯାଳୟ ଘେରାଉ

ଖୋର୍ଦ୍ଧା,୮/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ପଞ୍ଚାୟତ ଗୁଡିକର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଧରେ ଭାରତୀୟ ଜନତା ପାର୍ଟି  ଖୋର୍ଦ୍ଧା ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୩ନଂ ଯୋନ ର ନିଜିଗଡ଼ ତାପଙ୍ଗ ଗ୍ରାମ ପଞ୍ଚାୟତ ଓ ନରଣଗଡ଼ ଗ୍ରାମ ପଞ୍ଚାୟତ ରେ ସାଧାରଣ ଲୋକ କେନ୍ଦ୍ରୀୟ ଯୋଜନା ଅଥବା ରାଜ୍ୟ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ କିଭଳି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ,ଏହାର ପ୍ରତିବାଦରେ ଆଜି ପଞ୍ଚାୟତ କାର୍ଯାଳୟ ଘେରାଉ କରାଯାଇଥିଲା। ଏଥିରେ …

Read More »

ଗୁଣ୍ଠୁଣି ରେ ବାଇଶ ତମ ବାର୍ଷିକ ନନ୍ଦ ଉତ୍ସବ ପାଳିତ

ଖୋର୍ଦ୍ଧା, ୦୮/୦୯/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗୁଣ୍ଠୁଣୀ ସ୍ଥିତ କୃଷ୍ଣଶ୍ୱର ମନ୍ଦିର ରେ ୨୨ତମ ବାର୍ଷିକ ନନ୍ଦଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଗୋଳବାଇ ଯାଦବ ମହାସଂଘ ପକ୍ଷରୁ ନନ୍ଦ ଉତ୍ସବ ଆୟୋଜିତ ହୋଇଛି।ଶ୍ରୀକୃଷ୍ଣ ଓ ବଳରାମ  ବିମାନ ଯୋଗେ କୃଷ୍ଣଶ୍ୱର ମନ୍ଦିର ରୁ ଘଣ୍ଟ ଘଣ୍ଟା, ନାମସଙ୍କୀର୍ତ୍ତନ ଓ ଯାଦବ ମାନଙ୍କ ଆକର୍ଷଣୀୟ ବାଡି ଖେଳ ସହିତ ବିରାଟ ପଟୁଆରରେ ଗୋଳବାଇ ବଜାର ଠାରେ ଥିବା ଭମି ବେହେରାଙ୍କ ଦୁଆରେ ବିରାଜ ମାନ କରିଥିଲେ।ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ …

Read More »

ଭୋଟର୍ ସଚେତନତାର ଆମ୍ବାସାଡାର୍ ‘ମୁଁ ବି ମିତା’

କେନ୍ଦ୍ରାପଡ଼ା,୦୮/୦୯/୨୦୨୩ (ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୁଁ ବି ମିତା’ ଅଭିଯାନ । ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ କହିଥିଲେ ଯେ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟର୍ମାନଙ୍କର ପ୍ରମୂଖ ଭୂମିକା ରହିଛି । ତେଣୁ ଭୋଟର୍ ତାଲିକାରେ ସମସ୍ତ ଯୋଗ୍ୟ ନାଗରିକ ନିଜ ନାମ …

Read More »