Sunday , October 1 2023

Blog Layout

 ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

 ଜଗତସିଂହପୁର,୦୯/୦୯/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ଶ୍ରୀକୃଷ୍ଣ ଏକାଡେମି ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, …

Read More »

ମହିଳା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର

ଭୁବନେଶ୍ୱର,୦୯ /୦୯/୨୦୨୩ (ଓଡ଼ିଶା ସମାଚାର)-ସତ୍ୟନଗର ଲେଡ଼ିଜଫୋରମ ଓ ରତ୍ନାକର ବାଗ ଲେଡ଼ିଜ କ୍ଲଵର ମିଳିତ ଆନୁକୂଲ୍ୟରେ ୯ ସେପ୍ଟେମ୍ବର ଦିନ ରତ୍ନାକର ବାଗ ପରିଷଦ ଭବନରେ ମହିଳା ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇ ଥିଲା । ଉକ୍ତ କାର୍ୟ୍ୟକ୍ରମରେ ଆପୋଲୋ ହସ୍ପିଟାଲ ଓ ଏହାର ସଦସ୍ୟଙ୍କ ସହଯୋଗରେ ମହିଳା ମାନଙ୍କ ହିମୋଗ୍ଲୋବିନ, ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ଇ. ସି. ଜି. ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିରରେ ସତ୍ୟନଗର ଲେଡ଼ିଜ ଫୋରମର ସଦସ୍ୟ ଶୁଭେଦିତା …

Read More »

ସ୍ଵତନ୍ତ୍ର ନିମନ୍ତ୍ରିତ ସଦ୍ୟସ ଭାବେ ରାଜ୍ୟ ଓବସି ମୋର୍ଚା ତରଫ ରୁ ରବି ମହାରଣା ମନୋନୀତ

ଭୁବନେଶ୍ୱର, ୦୯ /୦୯/୨୦୨୩ (ଓଡ଼ିଶା ସମାଚାର)-ଓଡିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ସରପଞ୍ଚ ତଥା ବିଧାୟକ ପାର୍ଥି ଶ୍ରୀ ରବି ମହାରଣା ଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦ୍ୟସ ଭାବେ ରାଜ୍ୟ ବିଜେପି ଓବସି ମୋର୍ଚା ତରଫରୁ ମନୋନୀତ କରାଯାଇଛି । ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ସମେତ ରାଜ୍ୟ ବିଜେପି ଓବସି ମୋର୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଙ୍କ ଅନୁମୋଦନ କ୍ରମେ ଶ୍ରୀ ମହାରଣା ଙ୍କୁ ମନୋନୀତ କରିଛନ୍ତି ।ଏହା ସହିତ ତାଙ୍କର ଦକ୍ଷତା ଲାଗି ସମଗ୍ର ଓଡିଶା …

Read More »

ପଂଚଧ୍ୱନି ନାଟ୍ୟ ପରିଷଦର ପ୍ରଯୋଜନାଭିତିକ ନାଟ୍ୟ କର୍ମଶାଳା

ଭୁବନେଶ୍ୱର, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)- ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ନାଟ୍ୟସଂସ୍ଥା ପଂଚଧ୍ୱନି ନାଟ୍ୟ ପରିଷଦ ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଗତ ଅଗଷ୍ଟ ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏକ ୫୦ ଦିନିଆ ଅଭିନୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆୟୋଜନ କରିଅଛି । ଭୁବନେଶ୍ୱର ଓ ତଦ୍ ସନ୍ନିକଟ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ବିଭିନ୍ନ ବର୍ଗର କଳାକାରମାନେ ଉକ୍ତ ନାଟ୍ୟ ଶିବିରରେ ଆଗ୍ରହର ସହ ଯୋଗଦାନ କରି ଭବିଷ୍ୟତରେ ଜଣେ ଉଚ୍ଚମାନର କଳାକାରହେବାର ଆଶା ପୋଷଣ କରିଛନ୍ତି । ଜାତୀୟ ନାଟ୍ୟ …

Read More »

ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଲକ୍ଷ୍ମୀପୂର, ୦୯ /୦୯/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇ ଯାଇଛି। ଭାରତୀୟ ରେଡକ୍ରସ ସଂସ୍ଥା, ଭୁବନେଶ୍ୱରରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ନେଇଥିବା ବିଦ୍ୟାଳୟର ରେଡ କ୍ରସ୍ କାଉନସିଲର ସପନ କୁମାର ଦୀକ୍ଷିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ଦୁର୍ଘଟଣା ରେ ପୀଡ଼ିତ ବ୍ୟକ୍ତି ଏବଂ ହଠାତ୍ ଅସୁସ୍ଥ ବ୍ୟକ୍ତିଙ୍କୁ କିପରି ପ୍ରାଥମିକ …

Read More »

ମଳିପଡା ବେଆଇନ ଖଣିରେ ଚଢ଼ାଉ: ଜେସିବି ଓ ହାଇୱା ଜବତ, ଜଣେ ଗିରଫ

ନିରାକାରପୁର, ୦୯ /୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ତହସିଲ ମଳିପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଉପରିସ୍ଥ ଅଧିକାରୀ ମାନଙ୍କ ଅନୁକମ୍ପା ଲାଭ କରି ବେଆଇନ ପଥର ଓ ମୋରମ ଖଣି ମାନ ଚାଲିଥିବାବେଳେ ବେଳେ ବେଳେ ଚଢ଼ାଉ କରାଯାଉଛି। ଜଂକିଆ ଥାନା ପୋଲିସ ଆଇଆଇସି  ପ୍ରଜ୍ଞା ରିତମ୍ଭରା କର ଗତ କାଲି ମଳିପଡା ଅଞ୍ଚଳର ଏକ ମୋରମ ଖଣିରେ ଚଢ଼ାଉ କରି ଏକ ଜେସିବି ( ଓଡ଼ି ୦୨ ଏ ୱାଇ ୯୮୧୫) ଓ ହାଇୱା ( ଓଡି ୦୨ ଏ ଏଫ୍ ୫୯୧୫) …

Read More »

ପଦ୍ମପୁରରେ ସନ୍ତୋଷୀ ମା ଙ୍କ ପୂଜା

ନିରାକାରପୁର, ୦୯ /୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ପଦ୍ମପୁର ଗ୍ରାମରେ ସନ୍ତୋଷୀ ମା ଙ୍କ ପୂଜା ସମ୍ପୂର୍ଣ ଆଧ୍ୟାତ୍ମିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ବହୁ ସଂଖ୍ୟାରେ ମହିଳା ମାନେ ଅଂଶଗ୍ରହଣ କରିଥିବାବେଳେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା  ମନ୍ଧଟଙ୍କ ସମେତ ୫୭ ଜଣ ମହିଳା ନିକଟସ୍ଥ ପୁଷ୍କରିଣୀରେ ଜଳ ଆଣି କଳସ ଯାତ୍ରାରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ। ପରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା।

Read More »

ବିଶିଷ୍ଟ ପରିବେଶବିତ,ନାଟ୍ୟକାର ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା

କଟକ, ୦୯ /୦୯/୨୦୨୩ (ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା, ବେଣ୍ଟକାର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୪୨ ମୌଜା ଅଞ୍ଚଳର ବିଶିଷ୍ଟ ପରିବେଶବିତ,ନାଟ୍ୟକାର ଶ୍ରୀଯୁକ୍ତ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କାୟାକଳ୍ପ ଅନୁଷ୍ଠାନ ପକ୍ଷରୁ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ କଳ୍ପତରୁ ପାଗଲ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ ମହାପାତ୍ର ଉଦଘାଟନ କରିଥିବା ବେଳେ ଇଂ.ଅଶୋକ ବିଶ୍ୱାଳ, ଶିକ୍ଷାବିତ ଡ.କଲ୍ଲିମୁଲା,କଣ୍ଠଶିଳ୍ପୀ ଅଶ୍ୱିନୀ ମହାନ୍ତି ଓ ସମାଜସେବୀ ବିନୋଦ ବେହେରା ପ୍ରମୁଖ ଅତିଥି ଭାବରେ …

Read More »

ଜଣାଶୁଣା ଜନନେତା ଓ ଜନସେଵୀ ଫିରଦୋଷ ଅଲ୍ଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା

କଟକ ସଦର , ୦୯ /୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – ଜଣାଶୁଣା ଜନନେତା ତଥା ଜନସେବୀ ସ୍ୱର୍ଗତ ସେକ ଫିରଦୋଷ ଅଲ୍ଲୀଙ୍କ ପାଇଁ ଆଜି ଶନିବାର ଦିନ କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ ଠାରେ ଵିରାଟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶ୍ରମିକ ନେତା ରାଜକିଶୋର ମଲ୍ଲିକଙ୍କ ଆଵାହକତ୍ୱ ଓ ଅଧ୍ୟାପକ ଦେବେନ୍ଦ୍ର ବାରିକଙ୍କ ସଂଯୋଜନାରେ ଆୟୋଜିତ ଶୋକ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଓଡିଶା …

Read More »