Sunday , October 1 2023

Blog Layout

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)-ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ (ୱାଲର୍ଡ଼ ସୋସାଇଟି ପି୍ରଭେନସନ ଡେ) ଅବସରରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଏବଂ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ‘ଜିନା ଇସକା ନାମ୍ ହେ’ ପ୍ରଦର୍ଶିତ ହୋଇଯାଇଛି । ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଯୁବପିଢୀଙ୍କୁ ସଚେତନତାର ବାର୍ତା ଦେଇଛନ୍ତି । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ବରଂ ଜୀବନକୁ ଜିତିବାର କୌଶଳ ହିଁ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇଥାଏ । ଏହି ଅବସରରେ ମହାବିଦ୍ୟାଳୟର …

Read More »

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)- ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଷ୍ଠାପର ଭାବରେ ଅଧ୍ୟୟନରତ ରହିଲେ ସେମାନଙ୍କ ଭବିଷୟତ ଉଜ୍ଜ୍ୱଳମୟ ହେବ ବୋଲି ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ ତାଙ୍କ ବକ୍ତବ୍ୟରେ ବହୁ ମହାନ ବ୍ୟକ୍ତିମାନଙ୍କର ଛାତ୍ର ଜୀବନ ବିଷୟରେ ଆଲୋଚନା କରି କଠୋର ପରିଶ୍ରମର ଫଲସ୍ୱରୂପ ସେମାନେ ଆଜି ଦେଶବିଦେଶରେ କିପରି ସୁନାମ ଅର୍ଜ୍ଜନ …

Read More »

ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ କର୍ମଚାରୀ ସଂଘର ର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ହରିହର ସ୍ୱାଇଁ

ଯାଜପୁର, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ସମବାୟ ଭବନ ପରିସରରେ କର୍ମଚାରୀ ସଂଘର ନୂତନ ସଭାପତି ଭାବେ ହରିହର ସ୍ୱାଇଁଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ସଂଘର ସମ୍ପାଦକ ବିପିନ ଦାସଙ୍କ ସଭାପତିତ୍ୱରେ ପୂର୍ବତନ ସଭାପତି ରଂଜନ ଦାସଙ୍କ ଉପସ୍ଥିତିରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ସଭାପତି ଭାବେ ହରିହର ସ୍ୱାଇଁଙ୍କୁ ପୂର୍ବତନ ସଭାପତି ରଂଜନ ଦାସ ଦାୟିତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା, ଓଏସ୍ଡ଼ି …

Read More »

ପାଣି ମୋଟର ଚୋର ଗିରଫ , ଚାରୋଟି ମୋଟର ପଂପ୍ ଉଦ୍ଧାର

ଖୋର୍ଦ୍ଧା,୯/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୋଲିସ ର ଚୋର ଡକାୟତମାନଙ୍କ ଉପରେ କଡା ନଜର ଲାଗିଛି। ପାଣି ମୋଟର ପଂପ୍ ଗୁଡିକ ଘନଘନ ଚୋରି କୁ ନେଇ ଜଂକିଆ ପୋଲିସ କିଛିଦିନ ହେଲା ଚିନ୍ତା ରେ ଥିଲା। ଗତକାଲି ଉକ୍ତ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମ ଟାଙ୍ଗି ସାହିର ଗୋପିନାଥ ପରିଡା ତାଙ୍କ ପାଣି ମୋଟର ଚୋରି ହୋଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୨୯୯/୨୩ ରେ ଏକ ମାମଲା ରୁଜୁ କରି ପୋଲିସ …

Read More »

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସିଭିଲକୋର୍ଟ ପରିସରରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲା ଦୌରାଜଜ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ଜୋରିମାନା ବାବଦକୁ ୧କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ଟି ମାମଲାର ଫଇସଲା କରାଯାଇ ୩୭ଲକ୍ଷ ୩୯ହଜାର ୪୩୦ଟଙ୍କା ଆଦାୟ କରାଯାଇଛି । ୧୫ଟି ମନି ରିକଭରି ମାମଲାର ଫଇସଲା କରାଯାଇ …

Read More »

ବେଆଇନ ମୋରମ ଚାଲାଣ କୁ ନେଇ ଜେସିବି ଟ୍ରାକ୍ଟର ଜବତ ,ଜଣେ ଅଟକ

ଖୋର୍ଦ୍ଧା,୯/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ବେଆଇନ ମାଙ୍କଡ଼ ପଥର ଓ ମୋରମ ଚୋରା ଚାଲାଣକୁ ନେଇ ଜଂକିଆ ପୋଲିସ ର ଚଢାଉ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଏହି ଥାନା ଅନ୍ତର୍ଗତ ଗୋଳବାଇ ର ଏକ ଅଂଚଳରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ଖବର ପାଇ ଜଂକିଆ ପୋଲିସ ଅତର୍କିତ ଚଢାଉ କରିଥିଲା। ପୋଲିସ କୁ ଦେଖି ମୋରମ ମାଫିଆମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ଏକ ଜେସିବି ଓ ଟ୍ରାକ୍ଟର ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣକୁ ଅଟକ …

Read More »

ଚିକିତ୍ସା ପାଇଁ ଅଂଧ ବାପ-ପୁଅ ଙ୍କ ଗୁହାରି କେହି ଶୁଣିଲେନି

ଖୋର୍ଦ୍ଧା,୯/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)  ପରିବାର କହିଲେ ତିନି ଜଣ। ବାପା-ମାଆ-ପୁଅ। ସେଥିରୁ ବାପ-ପୁଅ ଅଂଧ, ମାଆ ଗାଁ ରେ ଛୋଟ ଚା ଦୋକାନ ରୁ ଯାହା ରୋଜଗାର କରେ କଷ୍ଟରେ ଚୁଲି ଜଳେ, ନହେଲେ ଉପାସ ରହିବାକୁ ପଡେ। ନାହିଁ ରାସନ କାର୍ଡ, ନାହିଁ ଆବାସ ଯୋଜନା । ଖଣ୍ଡିଆ ପଲିଥିନ ପକା ଚାଳ ଛପରରେ ଦୈନଦିନ ଜୀବନ ବିତେ। ହେଲେ ଆଖିର ଚିକିତ୍ସା ପାଇଁ ବ୍ଳକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏହି ଦୁଃଖି ପରିବାର ବାରମ୍ବାର ଯାଇଥିଲେ ମଧ୍ୟ …

Read More »

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ

୨୦୧୯ରୁ ୨୦୨୩ ମଧ୍ୟରେ ୨୦କୋଟିରୁ ଅଧିକ ହରିଲୁଟ ଅଭିଯୋଗ କେନ୍ଦ୍ରାପଡ଼ା, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କିଳେଙ୍କାରୀ ଘଟଣାର ଗୋଟିଏ ପରେ ଗୋଟିଏ ସରକାରୀ ଓ କଲେଜର ନିଜସ୍ୱ ଅର୍ଥ ହରିଲୁଟ ହୋଇଥିବା ଘଟଣା ଧିରେ ଧିରେ ଖୁଲାସା ହେଉଥିବାର ଦେଖାଯାଉଛି । ବିଗତ ୨୦୧୯ମସିହା ଠାରୁ ଅଦ୍ୟାବଧି ପ୍ରାୟ ୨୦କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତି ଗୁଡିକ ମଧ୍ୟରେ ବିଶ୍ୱବ୍ୟାଙ୍କ ଅନୁଦାନ, ରୁସା ଅନୁଦାନ, ୟୁ.ଜି.ସି. ଅନୁଦାନ, ନାକ ଅନୁଦାନ, …

Read More »

ବିଜେପି ତରଫରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନିରାକାରପୁର, ୦୯/୦୯/୨୦୨୩ (ଓଡ଼ିଶା ସମାଚାର)- ଦେଶମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ ଅଥବା ବଳିଦାନ ଦେଇଥିବା ବୀର ଏବଂ ଶହୀଦ ତଥା ସ୍ୱାଧିନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ପାଇଁ ବିଶେଷକରି ସେମାନଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଧେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ସମଗ୍ର ଭାରତବର୍ଷରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ଶହୀଦଙ୍କ ସ୍ମୃତି ସ୍ଥାନ ଏବଂ ବୀର ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପୀଠରୁ ପବିତ୍ର ମାଟି ସଂଗ୍ରହ କରାଯାଇ କଳସଯାତ୍ରା ମାଧ୍ୟମରେ …

Read More »