ଟାଙ୍ଗୀ, ୧୨/୦୩/୨୦୨୩ (ଓଡ଼ିଶା ସମାଚାର)- ଦିନକୁ ଦିନ ଜଙ୍ଗଲରେ ଖାଦ୍ୟ ଓ ପାନୀୟର ଅଭାବ ଯୋଗୁଁ ବନ୍ୟ ଜନ୍ତୁ ହେଉଛନ୍ତି ଗାଁ ମୁହାଁ । କେତେ ବେଳେ ହାତୀ ଆକ୍ରମଣରେ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି ତ କେତେବେଳେ ମାଙ୍କଡ ଆକ୍ରମଣରେ ଗୁରୁତର ଆହତ ହେଉଥିବା ଦେଖିବାକୁ ମିଳୁଛି । ଏବେ ପୁଣି ଟାଙ୍ଗୀ ରେଂଜ୍ ହାଟ ବରଡିରେ ପାଗଳ ମାଙ୍କଡ ଆତଙ୍କ ଦେଖିବାକୁ ମିଳିଛି । ୪ ଦିନରେ ମାଙ୍କଡ ଆକ୍ରମଣର ଶୀକାର ହେଲେଣି ୬ ରୁ ଅଧିକ ବ୍ୟକ୍ତି । ଫଳରେ ଗାଁରେ …
Read More »Blog Layout
ଦିପୋଟି ମେଲଣ ରେ ଜାଗୃତି ର ଜଳସେବା ଶିବିର
କଟକ, ୧୨/୦୩/୨୦୨୩ (ଓଡ଼ିଶା ସମାଚାର)- ୧୨୩ (ଶହେ ସତେଇଶି ) ବର୍ଷର ପୁରାତନ ଅନୁଷ୍ଠାନ କସର୍ଦ୍ଧା , କଟକ ଠାରେ ଦିପୋଟି ମେଲଣ ଅନୁଷ୍ଠିତ ହୋଇ ଯାଇଛି । ଏହି ମେଲଣ ରେ ୫୦ ହଜାର ରୁ ଉଦ୍ଧ୍ୱର୍ ଜନ ସମାଗମ ହୋଇଥିଲା । ପ୍ରତିବର୍ଷ ଭଳି ଏହି ଗଣ ପର୍ବରେ ସେବା ସାହିତ୍ୟ ଓ ସଂସ୍କୃତିର ସମର୍ପିତ ସଂଗଠନ “ଜାଗୃତି” ତରଫରୁ ଜଳସେବା ଶିବିର , ପ୍ରାଥମିକ ଚି୍କିତ୍ସା ଓ ବିଶ୍ରାମ କକ୍ଷର ବ୍ୟବସ୍ଥା କରାଯାଇଥିଲା । ସକାଳ ୬ ଟା ରୁ …
Read More »ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ
କେନ୍ଦ୍ରାପଡ଼ା, ୧୧/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ ମୁଖ୍ୟଅତିଥି, ସମାଜସେବୀ ଗାୟତ୍ରୀ ମହାନ୍ତି ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନୀୟ ଅତିଥି ଭାବେ ମିଶନ ଶକ୍ତିର ଜିଲା ମହିଳା ସମ୍ପାଦିକା ସ୍ୱପ୍ନା ସିଂ, କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଗାୟତ୍ରୀ ମହାନ୍ତି, ସମାଜସେବୀ ଧରିତ୍ରୀ …
Read More »ୟୁଥ ଭଲିବଲ ଏକାଡେମୀ ପକ୍ଷରୁ ଭଲିବଲ ଟୁର୍ଣ୍ଣାମେଂଟ ଉଦଘାଟିତ
କେନ୍ଦ୍ରାପଡ଼ା, ୧୧/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ୟୁଥ ଭଲିବଲ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ହାଇସ୍କୁଲ ମିନି ଷ୍ଟାଡିୟମରେ ଏକ ଭଲିବଲ ଟୁର୍ଣ୍ଣାମେଂଟ ଶନିବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଇନଜୀବୀ ଦେବଦାସ ମହାନ୍ତି ମୁଖ୍ୟ ଅତିଥି, ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ ମୁଖ୍ୟବକ୍ତା, କାଉନସିଲର ସେକ ଅସଲମ ଓ ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିବା ସହିତ କେନ୍ଦ୍ରାପଡାରେ କ୍ରୀଡାବୀତମାନଙ୍କ ଉନ୍ନତି ନିମନ୍ତେ ଆବଶ୍ୟକ …
Read More »୧୩ ମାର୍ଚ୍ଚ ଅଙ୍ଗନୱାଡ଼ି ଆନ୍ଦୋଳନ ସ୍ଥଗିତ, ୨୮ ମାର୍ଚ୍ଚ ସଂସଦ ଅଭିଯାନର ସଫଳତା ପାଇଁ ସଂକଳ୍ପ ଘୋଷିତ
ସରକାର ତାଙ୍କ ପ୍ରତିଶୃତି ପାଳନ୍ତୁ, ନଚେତ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ଭୁବନେଶ୍ୱର, ୧୧/୦୩/୨୦୨୩ (ଓଡ଼ିଶା ସମାଚାର)-ଆଜି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ କମିଟିର ପରିବର୍ଦ୍ଧିତ ବୈଠକ ସଂଘ ସଭାପତି କମ୍ରେଡ ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସରକାର ମହିଳାମାନଙ୍କଠାରୁ ଭୋଟ ନେବାର ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରତିଶୃତି ଦେଉଥିଲେବି ପ୍ରକୃତ ପକ୍ଷେ ସରକାର ରାଜ୍ୟର ୩ ଲକ୍ଷରୁ ଅଧିକ କର୍ମଜୀବୀ ମହିଳା ସ୍କିମ୍ ୱାର୍କରଙ୍କ ପେଟକୁ ଆବଶ୍ୟକୀୟ ଦାନା ନ ଦେଇ ପିଠିରେ ବୋଝ ଲଦି ଶୋଷଣ …
Read More »ଉଦଯାପିତ ହେଲା ପୁରାତନ ୭୫ ବାର୍ଷିକ ମାଳହାଟ ମେଲଣ
ଯାଜପୁର , ୧୧/୦୩/୨୦୨୩ (ଓଡ଼ିଶା ସମାଚାର /ସୁରେଶ କର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ମାଳହାଟ ମେଲଣ ମହୋତ୍ସବ ଗତ ଗୁରବାର ଦିନ ଉଦଯାପିତ ହୋଇଯାଇଛି । ଗତ ବର୍ଷ କୋଭିଡି କଟକଣା ଥିବା କାରଣରୁ ଏତେ କମ୍ ରେ ମେଲଣ ହୋଇ ନଥିଲା । ଚଳିତ ବର୍ଷ ବହୁ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି । ଏହି ମେଲଣ ପର୍ବରେ ମୋଟ୍ ୯ ଗୋଟି ବିମାନ ଯୋଗ ଦେଇଥିଲେ। ସେମାନେ ହେଲେ ବିଛାଖଣ୍ଡି ଗ୍ରାମର ଥାନପତି ଶ୍ରୀ …
Read More »ମସଲକେ ଇମାମେ ଆଜମ କନଫରେନ୍ସ ଓ ଜସନେ ଦସ୍ତାରବନ୍ଦି
କେନ୍ଦ୍ରାପଡ଼ା, ୧୧/୦୩/୨୦୨୩ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଜାମିଆ ହବିବିୟା ରିଜବିୟା ପକ୍ଷରୁ ମସଲକେ ଇମାମେ ଆଜମ କନଫରେନ୍ସ ଓ ଜସନେ ଦସ୍ତାରବନ୍ଦି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୌଲବୀ ଅକ୍ତର ରଜା ଜିୟାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧାମନଗରର ମୌଲାନା ସୟଦ ଗୁଲାମ ମହମ୍ମଦ ହବିବ, ଅନ୍ୟତମ ଅତିଥି ଭାବେ ୟୁପିର ମୁଫତି ଅକ୍ତର ହୋସେନ ଆଲିମି, ଧାମନଗରର ମୁଫତି ଉସମାନ ସମସି, ମୌଲାନା ଗୁଲାମ ମହମ୍ମଦ ସାହାବ, କାରି ମନୱର ସାହାବ, ମୌଲାନା ଅବଦୁଲା ରଜଭି, ସାବିର …
Read More »ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର
ବାଲିଗୁଡ଼ା,୧୧/୩/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଜି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ଉପଲକ୍ଷେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ପାଠଚକ୍ର ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ନୀଳାଚଳ ମହାରଣା ଉଦବୋଧନ ଛଳରେ ଓଡ଼ିଆ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ। …
Read More »ରମ୍ପା ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ କାର୍ୟ୍ୟକ୍ରମ
ଯାଜପୁର , ୧୧/୦୩/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ବରୀ ବ୍ଲକ ଅଧୀନ ରମ୍ପା ପଞ୍ଚାୟତ ସ୍ଥିତ ରମ୍ପା ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେକ୍ଷଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରୀ ଗୁରୁଚରଣ ଷଢଙ୍ଗୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନୀତା ଅତିଥୀ ସିଆରସିସି ବନିତା ବେହେରା, ମୁଖ୍ୟ ବକ୍ତା ଭାବେ ଆଦିକନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ …
Read More »