ତାରପୁର,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଦେବାଶିଷ ସାମନ୍ତରାୟଙ୍କୁ ଜଗତସିଂହପୁର ଜିଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଫଳରେ ଜିଲାରେ ସରକାରଙ୍କ ପ୍ରତ୍ୟେକ ଯୋଜନା ଗ୍ରାମାଂଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବା ସହିତ ତୃଣମୂଳ ସ୍ତରରେ ବିଜୁ ଜନତା ଦଳ ଅଧିକ ସୁଦୃଢ଼ ଓ ସଂଗଠିତ ହୋଇ ପାରିବ ବୋଲି ଆଶା ପ୍ରକଟ କରାଯାଇଛି । ରଘୁନାଥପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ସରୋଜକାନ୍ତ ସ୍ୱାଇଁ, ରାଜ୍ୟ …
Read More »Blog Layout
ଟାଉନଥାନା ପୋଲିସର ଚଢାଉ : ବିପୁଳ ମଦ ଜବତ, ଜଣେ ଗିରଫ
କେନ୍ଦ୍ରାପଡା ୨୪/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବଳଗଣ୍ଡି ଗ୍ରାମର ଚୋରାମଦ ବେପାରୀ ଶରତ କୁମାର ସାହୁଙ୍କ ଘର ଉପରେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଚୋରାମଦ ବେପାରୀ ଶରତ ସାହୁଙ୍କ ଠାରୁ ୭୫ବୋତଲ (୧୩.୬ଲିଟର) ବିଦେଶୀ ଚୋରାମଦ ଜବତ କରାଯିବା ସହ ଚୋରାମଦ ବେପାରୀ ଶରତ ସାହୁଙ୍କୁ ପୋଲିସ ଗିରଫକରି ଥାନା କେଶ ନମ୍ବର ୧୫୯/୨୦୧୯ରେ ଏକ ମାମଲା ରୁଜୁକରି …
Read More »ପଟ୍ଟାମୁଣ୍ଡାଇ +୩ଡିଗ୍ରୀ କଲେଜ ଅଧ୍ୟକ୍ଷାଙ୍କ ଦ୍ୱାରା ୨ମାସରେ ୧ଲକ୍ଷ ୪୦ହଜାର ଟଙ୍କା ପାଠାଗାର ବହି କିଣାଯିବା ପାଇଁ ଉଠାଇ ହଡପ ଅଭିଯୋଗ
କେନ୍ଦ୍ରାପଡା ୨୪/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭକରି ବର୍ତମାନର ଅଧ୍ୟକ୍ଷାଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟାପକ ଦୁର୍ନିତୀ ଓ ଅନୀୟମିତତା କରିଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାଇ ପଟ୍ଟାମୁଣ୍ଡାଇ +୩ଡିଗ୍ରୀ ମହିଳା କଲେଜ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀ ଗତ ୨୦୧୮ମସିହା ସେପ୍ଟେମ୍ବରମାସ ୨୮ତାରିଖରେ କଲେଜର ସହକାରୀ ଲାଇବ୍ରେରୀଆନ ରତିରଞ୍ଜନ ନାୟକଙ୍କୁ କଟକରୁ କଲେଜ ଲାଇବ୍ରେରୀ ନିମନ୍ତେ ବହି କିଣିବାକୁ ଅଗ୍ରୀମ ଆକାରରେ ୭୦ହଜାର ଟଙ୍କା ପ୍ରଦାନ କରିବାକୁ ମଞ୍ଜୁରୀ ନିର୍ଦେଶ ଦେଇଥିଲେ ଓ ସେହି …
Read More »ସାଲେପୁରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ
ସାଲେପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା ): ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନକୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପବିତ୍ର ଜନ୍ମାଷ୍ଟମୀ ଭାବେ ପାଳିତ ହୋଇଥାଏ । ସାଲେପୁରରେ ଜନ୍ମାଷ୍ଟମୀ ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଶୁକ୍ରବାର ସକାଳୁ ଜନ୍ମାଷ୍ଟମୀ ପାଇଁ ସାଲେପୁର ଅଂଚଳରେ ଥିବା ଦେବ ଦେବୀଙ୍କ ମନ୍ଦିରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଲଗାଣ ବର୍ଷା ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜିଭିଜି ଦେବା ଦେବୀଙ୍କ ମନ୍ଦିରକୁ ଯାଉଥିବା ଦେଖିବାକୁ ମିଳିଥିଲା । ସଂନ୍ଧ୍ୟା …
Read More »ବେଦାନ୍ତ ଗେଟ ସାମ୍ନାରେ ସଂଘର୍ଷ ଘଟଣା ରେ ଗିରଫ ହୋଇଥିବା ଯୁବକ ର ମୃତ୍ୟୁ – ଶାନ୍ତି ଭଙ୍ଗ ଆଶଙ୍କାରେ ଅଂଚଳରେ ୧୪୪ ଧାରା ଜାରି
କଳାହାଣ୍ଡି, ୨୪/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୂଖ୍ୟ ଫାଟକରେ ସାଧାରଣ ଜନତା ଓ ବେଦାନ୍ତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହା ଶେଷରେ ଉଗ୍ରରୁପ ଧାରଣ କରି କମ୍ପାନୀ ପୋଡାଜଳା ହେବାସହ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀ (ୱାଏସଏଫ୍ ମେଜର) ର ମୃତ୍ୟୁ ହେବା ସହ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଦାନିବାତ୍ରାର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ …
Read More »କାଳିଆ ଯୋଜନାରେ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରସଙ୍ଗ
ରାଜକୋଷରୁ ବରବାଦ ହୋଇଛି ୨୦୦ କୋଟି: ବିଜେପି ଭୁବନେଶ୍ୱର,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା । କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ । କାଳିଆ ଯୋଜନାରେ ସ୍ୱଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି । ଭୋଟରଙ୍କୁ ଲାଂଚ ଦେଇ ଭୋଟ ହାତେଇ ଶାସନ କ୍ଷମତା ଆପଣେଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି …
Read More »ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ
ସମ୍ବଲପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇତିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ପୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି । ଧୀରେ ଧୀରେ ଜଳ ପ୍ରବାହ କମିବାରୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଇଥିଲା । ଉପରମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୦ଟି ଗେଟ୍ …
Read More »ପୋଲିସକୁ ଚକମା ଦେଖାଇ ଚୋର ଚମ୍ପଟ !
ଝାରସୁଗୁଡ଼ା, ୨୪/୦୮/୨୦୧୯(ଓଡ଼ିଶା ସମାଚାର)-ପୁଣି ପୋଲିସ ଆଖିରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ଝାରସୁଗୁଡ଼ାରେ ଚୋରି ଅଭିଯୋଗରେ ବନ୍ଧା ହୋଇଥିବା ଅଭିଯୁକ୍ତ ପୋଲିସ ଗାଡ଼ିରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରରେ ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହଠାତ ଆଜି ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଗତକାଲି ସଂନ୍ଧ୍ୟାରେ ମଙ୍ଗଳବଜାର ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରୁଥିବା ବେଳେ …
Read More »ଶୋକ ଖବର : ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ
ନୂଆଦିଲୀ/ ଭୁବନେଶ୍ୱର , ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ ହୋଇଛି । ନୂଆଦିଲୀସ୍ଥିତ ଏମ୍ସ ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ୧୨ ଟା ୦୭ ମିନିଟ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେଟଲୀ ଏକାଧାରରେ ଜଣେ ପ୍ରବୀଣ ଆଇନଜ୍ଞ ଓ ରାଜନେତା ଥିଲେ । ଗତ ଅଗଷ୍ଟ ୯ ତାରିଖରେ ସେ ଏମ୍ସ ରେ ଭର୍ତି ହୋଇଥିଲେ । ଓଡ଼ିଶା ସମାଚାର
Read More »ଏଣିକି ପହିଲାରେ ଛତୁଆ ବଂଟନ
ଭୁବନେଶ୍ୱର,୨୪/୦୮/୨୦୧୯(ଓଡ଼ିଶା ସମାଚାର)-ସମନ୍ୱିତ ଶିଶୁବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତି ମା’ମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଛତୁଆ ଯୋଗାଣା ପ୍ରକି୍ରୟାରେ ସ୍ୱଚ୍ଛତା ଆଣିବା ଏବଂ ଉକ୍ରୃଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତିମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସାରା ରାଜ୍ୟର ୩୩୮ଟି ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ଛତୁଆ ମିଶ୍ରଣ ପ୍ରକି୍ରୟା ଆରମ୍ଭ କରାଯାଇଛି । ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ …
Read More »