Sunday , October 1 2023

Blog Layout

ସୋନମ କିନ୍ନରଙ୍କ ନିଆରା ଢଙ୍ଗରେ ବିଛରାମାତା ପୂଜା

ଗଛ ଲଗାଇବା ଓ ପଲିଥିନ୍ ବ୍ୟବହାର ନ କରିବା ଉପରେ ଗୁରତ୍ୱ ଭୁବନେଶ୍ୱର,୦୪/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଆଜି ଓଡ଼ିଶାର କିନ୍ନର ଗୁରୁ ସୋନମ କିନ୍ନରଙ୍କ ବିଛରାମାତା ପୂଜାକୁ ନିଆରା ଢଙ୍ଗରେ ସତ୍ୟନଗରସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଶହ ଶହ କିନ୍ନର ଗୁରୁ ଓ ଶିଷ୍ୟମାନେ ଯୋଗ ଦେଇଥିଲେ । ଗତ ଫନି ମହାବାତ୍ୟାରେ ନଷ୍ଟ ହୋଇଥିବା ଗଛସବୁକୁ ଭରଣା କରିବା ପାଇଁ ନିଜ ନିଜ ଜିଲ୍ଲାରେ ବୃକ୍ଷ ରୋପଣ କରିବା ସହିତ …

Read More »

ଏସବିଆଇ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

 ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ୫୦ ହଜାର  ଟଙ୍କାର ଋଣ ଉପଲବ୍ଧ – ଧର୍ମେନ୍ଦ୍ର ପ୍ରଧାନ   ଭୁବନେଶ୍ୱର,୦୪/୧୦/୨୦୧୯ ( ଓଡ଼ିଶା ସମାଚାର)-  ମୋଦି ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ୍ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି । ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପା୍ଲଟଫର୍ମରେ ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ …

Read More »

  ଜାତିର ଜନକ ମହାତ୍ମାଗାନ୍ଧୀ ଜଣେ ଯୁଗ ପୁରୁଷ ଥିଲେ

ଜଗତସିଂହପୁର, ୦୪/୧୦/୨୦୧୯ (ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧୀ ଜଣେ ରାଜନେତା ଓ କୁଟନିତିଜ୍ଞ ନୁହଁନ୍ତି । ସମଗ୍ର ବିଶ୍ୱରେ ଜଣେ ଯୁଗ ପୁରୁଷ ଥିଲେ । ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଓ  ଶାସ୍ତ୍ରୀ ଜୟନ୍ତୀ  ଉପଲକ୍ଷେ    ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳସଂପଦ,ସୂଚନା ଓ ଲୋକ ସଂପର୍କ  ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଥିଲେ ।   ଆମରି ଭିତରୁ ୧୫୦ ବର୍ଷ …

Read More »

ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତି ପାଳିତ

କେନ୍ଦ୍ରାପଡା ୦୪/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପପଡାରେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରସାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଉସôବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ମହାତ୍ମାଗାନ୍ଧିଙ୍କ ସତ୍ୟ ଓ ଅହିଂସା ନୀତିରେ ଯୁବପିଢି ଆଗେଇଯିବାକୁ ଉଦବୋଧନଦେଇ ସତ୍ୟ କହିବା ଓ ଅହିଂସାକୁ ଆପଣେଇବା ସହ ସତ୍ୟାଗ୍ରହ ମାଧ୍ୟମରେ ରାଷ୍ଟ୍ର ଓ ବିଶ୍ୱର କଲ୍ୟାଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମିଛ କ୍ଷଣସ୍ଥାଇ …

Read More »

ବୟନ,ହସ୍ତତନ୍ତ୍ର,କୁଟୀରଶିଳ୍ପ ଶାସନ ସଚିବ ଶୁଭା ଶର୍ମା ଜିଲ୍ଲା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

କେନ୍ଦ୍ରାପଡା ୦୪/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାଇତ୍ୱରେ ଥିବା ରାଜ୍ୟ ସରକାରଙ୍କ ବୟନ,ହସ୍ତଶିଳ୍ପ ଓ କୁଟୀରଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ଏକ ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଏଠାରେ ପହଁଚିବା ପରେ ପୂର୍ବାହ୍ନରେ ଜଝାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ରୋଷେଇ ନିମନ୍ତେ  କାଠଚୁଲା ପରିବର୍ତେ ଗ୍ୟାସ ଚୁଲା ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ ।  ସେହିପରି ଜଝାଙ୍ଗ ସ୍ୱୟଂ ସହାୟିକା ଗୋଷ୍ଠି, ଗୋଗୁଆରେ ସୁଷମ ବଂଟନ ବ୍ୟବସ୍ଥା, ପଟ୍ଟାମୁଣ୍ଡାଇ ଗୋଷ୍ଠି …

Read More »

ସାନ୍ତପୁର ପଂଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା ଓ ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ

ନିଶ୍ଚିନ୍ତକୋଇଲି, ୦୪/୧୦/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା)-ସାନ୍ତପୁର ପଂଚାୟତ ବକ୍ରେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ କଟକ ସଦର ବିଜୁ ଜନତା ଦଳର ଏକ କର୍ମୀ ସମାବେଶ ଓ ସାଧାରଣ ସଭା ମହାତ୍ମାଗାନ୍ଧିଙ୍କ ୧୫୦ବର୍ଷ ଜନ୍ମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ କର୍ମୀମାନେ ଲୋକମାନଙ୍କ ସହ ସୁ ସଂପର୍କ ରକ୍ଷା କରିବା ସହ ସାଧାରଣ ଜନତାର ସୁଖ ଦୁଃଖରେ ଭାଗୀଦାର ହୋଇ ନିକଟତର ହୋଇପାରିଲେ ଦଳ ଅଧିକ ମଜବୁତ୍ …

Read More »

ଅଭିଯୋଗ ପଞ୍ଜିକରଣ ନକରି ଅଭିଯୁକ୍ତକୁ ଗିରଫ କରିନଥିବାରୁ ଏ.ଏସ.ଆଇ ନିଲମ୍ବିତ

କେନ୍ଦ୍ରାପଡା,୦୪/୧୦/୨୦୧୯ (ଓଡ଼ିଶା ସମାଚାର)-ଏକ ଅଭିଯୋଗକୁ ପଞ୍ଜିକରଣ ନକରିବା ଓ ଅଭିଯୁକ୍ତକୁ ଗିରଫ ନକରିବା ଅଭିଯୋଗରେ ପୋଲିସ ମହାନିର୍ଦେଶକ ମାର୍ଶାଘାଇ ଥାନା ଏ.ଏସ.ଆଇ. ଯୁଧିଷ୍ଟିର ସାହୁଙ୍କୁ ନିଲମ୍ବନ କରିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାଇ ଗତ ମାର୍ଚ୍ଚମାସ ୬ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର କୁନିଲତା ବାରିକ ଏ.ଏସ.ଆଇ ଯୁଧିଷ୍ଟିର ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ସେହିଦିନ ଗାଳିମନ୍ଦ କରାଯାଇଥିବା ତାଙ୍କ ଘରକୁ ଟେକାପଥର ଫୋପଡାଯିବା ଓ ଜୀବନରେ ମାରିଦେବାକୁ …

Read More »

ତିନୋଟି ପିଲା ଥିବା କାରଣରୁ ରଘୁଦେଇପୁର ସରପଂଚ ଅଯୋଗ୍ୟ ଘୋଷିତ

କେନ୍ଦ୍ରାପଡା,୦୪/୧୦/୨୦୧୯ (ଓଡ଼ିଶା ସମାଚାର)-ତିନୋଟି ପିଲା ଥିବା କାରଣରୁ ରଘୁଦେଇପୁର ସରପଂଚକୁ କେନ୍ଦ୍ରାପଡା ସିଭିଲ ଜଜ୍ ଜୁନିଅର ଡିଭିଜନ ଙ୍କ କୋର୍ଟ ଅଯୋଗ୍ୟ ଘୋଷଣା କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଗତ ୨୦୧୭ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗ୍ରାମପଂଚାୟତର ସରପଂଚ ଭାବେ ବନ୍ଧପଡା ଗ୍ରାମର ସ୍ୱର୍ଗତ ଭାଗବତ ପଣ୍ଡାଙ୍କ ପୁଅ ହରିବୋଲ ଓରଫ ହରିପଦ ପଣ୍ଡା ନିର୍ବାଚିତ ହୋଇଥିଲେ । ସେହି ବ୍ଲକ ଅନ୍ତର୍ଗତ କଂସାରିପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଗୈାରାଙ୍ଗ ମହାରଣା ସରପଂଚ ହରିପଦ …

Read More »

ଭୁବନରେ ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରା

ଭୁବନ ୦୩/୧୦/୨୦୧୯ (ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ )- ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ନୀତି ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ କାମାକ୍ଷାନଗର ବିଜେପି ତରଫରୁ ଭୁବନ ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୫୩ ନଂ ଜାତୀୟ ରାଜପଥର କାଳୀବଜାର ସ୍ଥିତ ଶହୀଦ୍ ବାଜିରାଉତଙ୍କ ପ୍ରତିମୁର୍ତୀରେ ମୁଖ୍ୟ ଅତିଥି ପୁର୍ବତନ ସାସଂଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ,ଜିଲ୍ଳା ସାଧାରଣ ସଂପାଦକ ପ୍ରେମାନନ୍ଦ …

Read More »

କଳାହାଣ୍ଡି ପୋଲିସ ପକ୍ଷରୁ ମୋ ସରକାର ଅଭିଯାନ ର ଶୁଭାରମ୍ଭ

କଳାହାଣ୍ଡି, ୦୩/୧୦/୨୦୧୯ (ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- ପବିତ୍ର ଗାନ୍ଧୀ ଜୟନ୍ତୀ।ଏହି ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ସାରା ରାଜ୍ୟରେ  ମୋ ସରକାର ଅଭିଯାନ। ସ୍ୱଚ୍ଛ ଶାସନ ପାଇଁ  ୫ଟି ଓ ଏବେ ମୋ ସରକାର ସାଧାରଣ ଜନତା ଖୁସି ଥିବା ବେଳେ ସରକାରୀ କର୍ମଚାରୀ ଙ୍କ ପାଇଁ ହୃଦକମ୍ପନ ସୃଷ୍ଟି କରୁଛି। କାରଣ ଏବେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସେବା ର ଗୁଣବତାକୁ ଜନତା ସହ ସିଧାସଳଖ କଥା ହୋଇ ଲୋକଙ୍କ ମତ ନେବେ। ମତ ଭଲ ହୋଇଥିଲେ …

Read More »